ସଡ଼କ ଦୁର୍ଘଟଣାରେ ୧୩ ମୃତ

କୁନ୍ନୂଲ୍‌: ଆନ୍ଧ୍ରପ୍ରଦେଶର କୁନ୍ନୂଲଠାରେ ଏକ ବସ୍‌ ଏବଂ ଏସ୍‌ୟୁଭି ମଧ୍ୟରେ ଘଟିଥିବା ଛାତିଥରା ସଡ଼କ ଦୁର୍ଘଟଣାରେ ଶେଷ ଖବର ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବାର ମଧ୍ୟ ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଶେୟାର କରିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ବସ୍‌ଟିର ଆଗକାଚ ନଷ୍ଟ ହୋଇଯାଇଛି ଏବଂ ଘଟଣାସ୍ଥଳରେ ଭିଡ଼ ମଧ୍ୟ ଜମିରହିଛି। ବସ୍‌ ଧକ୍କାରେ ଏସ୍‌ୟୁଭିଟି ଗୋଟିଏ ପଟକୁ ଢଳି […]

andhra-accident

andhra-accident

Subrat Kumar Nayak
  • Published: Saturday, 11 May 2019
  • Updated: 12 May 2019, 08:34 AM IST

Sports

Latest News

କୁନ୍ନୂଲ୍‌: ଆନ୍ଧ୍ରପ୍ରଦେଶର କୁନ୍ନୂଲଠାରେ ଏକ ବସ୍‌ ଏବଂ ଏସ୍‌ୟୁଭି ମଧ୍ୟରେ ଘଟିଥିବା ଛାତିଥରା ସଡ଼କ ଦୁର୍ଘଟଣାରେ ଶେଷ ଖବର ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବାର ମଧ୍ୟ ସୂଚନା ମିଳିଛି।

ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଶେୟାର କରିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ବସ୍‌ଟିର ଆଗକାଚ ନଷ୍ଟ ହୋଇଯାଇଛି ଏବଂ ଘଟଣାସ୍ଥଳରେ ଭିଡ଼ ମଧ୍ୟ ଜମିରହିଛି। ବସ୍‌ ଧକ୍କାରେ ଏସ୍‌ୟୁଭିଟି ଗୋଟିଏ ପଟକୁ ଢଳି ରହିଥିବା ଦେଖିବାକୁ ମିଳିଛି।

ଏହି ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନେ ସମସ୍ତେ ଗୋଟିଏ ଗାଁର। ସେମାନେ ତେଲେଙ୍ଗାନାର ଗୋଡ୍ୱାଲ ଜିଲ୍ଲାର ରାମଭରମ୍‌ ଗାଁ ବାସିନ୍ଦା ଏବଂ ଏକ ବାହାଘରରେ ଯୋଗଦେଇ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ଘଟଣାରେ ଶୋକପ୍ରକାଶ କରିଛନ୍ତି। ସେ ଆହତଙ୍କ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story