ବସ୍‌ରୁ ଉଠାଇ ନେଇ ୧୪ ଜଣଙ୍କୁ ହତ୍ୟା କଲେ ଆତଙ୍କୀ

କ୍ୱେଟା: ପାକିସ୍ତାନର ବାଲୋଚିସ୍ତାନରେ ଆଜି ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହି ପ୍ରଦେଶରେ ଆତଙ୍କବାଦୀମାନେ ଏକ ବସ୍‌ରୁ ୧୪ ଜଣଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ବାଲୋଚିସ୍ତାନର ଦକ୍ଷିଣପଶ୍ଚିମ ଭାଗରେ ସକ୍ରିୟ ଥିବା ଏକ ବିଦ୍ରୋହୀ ସଂଗଠନ ଏଭଳି ଘଟଣା ପାଇଁ ନିଜକୁ ଦାୟୀ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଓରମାର ସହରରୁ ୪ଟି ବସ୍‌ରେ କିଛି ଲୋକ କରାଚିର ପୋର୍ଟ ମେଗାସିଟିକୁ ଯାଉଥିଲେ। ତେବେ ମାର୍କନ କୋଷ୍ଟାଲ ଜାତୀୟ ରାଜପଥ […]

a

a

Hemant Lenka
  • Published: Thursday, 18 April 2019
  • Updated: 18 April 2019, 08:03 PM IST

Sports

Latest News

କ୍ୱେଟା: ପାକିସ୍ତାନର ବାଲୋଚିସ୍ତାନରେ ଆଜି ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହି ପ୍ରଦେଶରେ ଆତଙ୍କବାଦୀମାନେ ଏକ ବସ୍‌ରୁ ୧୪ ଜଣଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ବାଲୋଚିସ୍ତାନର ଦକ୍ଷିଣପଶ୍ଚିମ ଭାଗରେ ସକ୍ରିୟ ଥିବା ଏକ ବିଦ୍ରୋହୀ ସଂଗଠନ ଏଭଳି ଘଟଣା ପାଇଁ ନିଜକୁ ଦାୟୀ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଓରମାର ସହରରୁ ୪ଟି ବସ୍‌ରେ କିଛି ଲୋକ କରାଚିର ପୋର୍ଟ ମେଗାସିଟିକୁ ଯାଉଥିଲେ। ତେବେ ମାର୍କନ କୋଷ୍ଟାଲ ଜାତୀୟ ରାଜପଥ ନିକଟରେ ସୁରକ୍ଷାକର୍ମୀଙ୍କ ପୋଷାକରେ ଥିବା ୧୨ରୁ ଅଧିକ ଆତଙ୍କବାଦୀ ବସ୍‌ଗୁଡ଼ିକୁ ଅଟକାଇ ବସ୍‌ ମଧ୍ୟରେ ଥିବା ସମସ୍ତ ଲୋକଙ୍କୁ ବାହାରକୁ ଆଣିଥିଲେ।

ଏହାପରେ ଏମାନଙ୍କ ମଧ୍ୟରୁ ୧୪ ଜଣ ଲୋକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ସବୁ ବସଯାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ ପରେ ଯେଉଁମାନେ ବାଲୋଚିସ୍ତାନର ଅଧିବାସୀ ନୁହ୍ୱନ୍ତି ସେଇମାନଙ୍କୁ ଜଣକ ପରେ ଜଣକୁ ଗୁଳିମାରି ହତ୍ୟା କରିଥିଲେ। ସମସ୍ତ ମୃତକ ପାକିସ୍ତାନୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନୌସେନା ଓ ଜଣେ ତଟରକ୍ଷୀ ବାହିନୀର ଅଧିକାରୀ ରହିଛନ୍ତି।

ଏହି ଆକ୍ରମଣରେ ସାଧାରଣ ଲୋକ ପ୍ରାଣ ହରାଇଥିବା ସରକାର ଦାବି କରିଥିଲେ ହେଁ ଆତଙ୍କୀ ସଂଗଠନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସଂଗଠନର ମୁଖପାତ୍ର କହିଛି,“ଆମ ସଦସ୍ୟମାନେ କେବଳ କାର୍ଯ୍ୟରତ ନୌସେନା ଓ ତଟରକ୍ଷୀ ବାହିନୀର ଅଧିକାରୀଙ୍କୁ ହତ୍ୟା କରିଛନ୍ତି। ଏଥିରେ କୌଣସି ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚିନାହିଁ।”

ଏହାପୂର୍ବରୁ ବାଲୋଚିସ୍ତାନର ରାଜଧାନୀ କ୍ୱେଟାରେ ହୋଇଥିବା ଏକ ଆତ୍ମଘାତୀ ଆକ୍ରମଣରେ ୨୦ ଜଣ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story