ଟିକ୍‌ଟକ୍‌ ଷ୍ଟାରଙ୍କୁ ଭେଟିବା ପାଇଁ ନାବାଳିକା ନେଲେ ଏପରି ପଦକ୍ଷେପ

ମୁମ୍ବାଇ: ଗତ କିଛିଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ଟିକ୍‌ଟକ୍‌ର କ୍ରେଜ୍‌ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି। ନିକଟରେ ମୁମ୍ବାଇରେ ଏକ ୧୪ ବର୍ଷର ନାବାଳିକା ନିଜ ପସନ୍ଦର ଟିକ୍‌ଟକ୍‌ ଷ୍ଟାରଙ୍କୁ ଭେଟିବା ପାଇଁ ଘର ଛାଡ଼ି ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି। ବାଳିକାଜଣକ ଯିବା ପୂର୍ବରୁ ମାତାପିତାଙ୍କ ପାଇଁ ଏକ ଭାବପ୍ରବଣାତ୍ମକ ଚିଠି ଛାଡ଼ିଯାଇଥିଲେ। ଚିଠିରେ ଲେଖାଥିଲା ଯେ ସେ କେଉଁ ପୁରଷଙ୍କ ସହ ବିବାହ କରିବାକୁ ଘରୁ ପଳାଇନାହାନ୍ତି […]

tik-tok

tik-tok

Chinmayee Roy
  • Published: Tuesday, 04 June 2019
  • Updated: 04 June 2019, 02:05 PM IST

Sports

Latest News

ମୁମ୍ବାଇ: ଗତ କିଛିଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ଟିକ୍‌ଟକ୍‌ର କ୍ରେଜ୍‌ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି। ନିକଟରେ ମୁମ୍ବାଇରେ ଏକ ୧୪ ବର୍ଷର ନାବାଳିକା ନିଜ ପସନ୍ଦର ଟିକ୍‌ଟକ୍‌ ଷ୍ଟାରଙ୍କୁ ଭେଟିବା ପାଇଁ ଘର ଛାଡ଼ି ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି।

ବାଳିକାଜଣକ ଯିବା ପୂର୍ବରୁ ମାତାପିତାଙ୍କ ପାଇଁ ଏକ ଭାବପ୍ରବଣାତ୍ମକ ଚିଠି ଛାଡ଼ିଯାଇଥିଲେ। ଚିଠିରେ ଲେଖାଥିଲା ଯେ ସେ କେଉଁ ପୁରଷଙ୍କ ସହ ବିବାହ କରିବାକୁ ଘରୁ ପଳାଇନାହାନ୍ତି ବରଂ ଆତ୍ମନିର୍ଭରଶୀଳ ହେବା ଲାଗି ଏପରି ପଦକ୍ଷେପ ନେଇଛନ୍ତି ।

ଚିଠି ପାଇ ମାତାପିତା ତୁରନ୍ତ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ ଓ ପୁଲିସ ମାତ୍ର ଆଠ ଘଣ୍ଟା ଭିତରେ ଝିଅଟିକୁ ଖୋଜି ପାଇଥିଲା। ନାବାଳିକାଙ୍କୁ ପଚରାଉଚରା ଓ ଘଟଣାର ଖୋଳତାଡ ପରେ ଜଣାପଡ଼ିଥିଲା ଯେ ସେ ନିଜ ପସନ୍ଦର ୧୬ ବର୍ଷୀୟ ଟିକ୍‌ଟକ୍‌ ଷ୍ଟାର୍‌ ରିୟାଜ୍‌ ଆଫରିନଙ୍କୁ ଭେଟିବାକୁ ଘରୁ ଲୁଚି ନେପାଳ ପଳାଇଥିଲେ।

ଝିଅଟି ମିଳିବା ପରେ ଜଣାପଡ଼ିଥିଲା ଯେ ପିତା ତାଙ୍କ ଉପରେ ଲଗାଇଥିବା ରୋକ୍‌ ଉପରେ ସେ ଅସନ୍ତୁଷ୍ଟ ହୋଇପଡିଥିଲେ। ପିତା ତାଙ୍କୁ କୌଣସି ପୁଅଙ୍କ ସହ କଥା ହେବାକୁ ସୁଯୋଗ ଦେଉ ନ ଥିଲେ। ସେ କହିଥିଲେ ଯେ ଥରେ ସେ ଜଣେ ପୁରୁଷ ବନ୍ଧୁ ସହ କଥା ହେଉଥିବାରୁ ବାପା ଅନେକ ଗାଳି କରିଥିଲେ। ଏଥିରେ ସେ ଅତିଷ୍ଠ ହୋଇପଡିଥିଲେ। ତେଣୁ ସେ ନିଜ ପିତାଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକରୁ ବାହାରିବା ଲାଗି ଘର ଛାଡ଼ି ଚାଲିଯାଇଥିଲେ।

ଏହାପରେ ପୁଲିସ୍‌  ଝିଅର ସାଙ୍ଗମାନଙ୍କୁ ପଚରାଉଚରା କରି ଜାଣିବାକୁ ପାଇଥିଲ ଯେ,  ସେ ଜଣେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କର ଫ୍ୟାନ୍‌। ସେ ସେହି ଷ୍ଟାର୍‌ଙ୍କୁ ଭେଟିବା ପାଇଁ ଘରୁ ନେପାଳ ପଳାଇବାକୁ ଯୋଜନା ମଧ୍ୟ କରିଥିଲେ।

ଟିକ୍‌ଟକ୍‌ ପ୍ରତି ଯୁବପିଢୀଙ୍କ ଆକର୍ଷଣ ଓ ପାଗଳାମୀ ମାତାପିତାଙ୍କ ପାଇଁ ଏବେ ଚିନ୍ତାର କାରଣ ସାଜିଛି। ଆମେରିକାରେ ଏହି ଆପ୍‌ ଉପରେ ଅଭିଯୋଗ ଲାଗିଛି ଯେ ଏହା ୧୩ ବର୍ଷରୁ କମ୍‌ ବୟସ ପିଲାଙ୍କଠୁ ମାତାପିତାଙ୍କ ଅଗୋଚରରେ ସେମାନଙ୍କର ବ୍ୟକ୍ତିଗତ ସୂଚନା ସବୁ ଏକତ୍ରିତ କରିନେଉଛି। ଆଜିକାଲି ପ୍ରାୟ ସମସ୍ତେ ମୋବାଇଲ ଫୋନ୍‌ ଧରୁଛନ୍ତି। ବ୍ଲୁ ହ୍ୱେଲ୍, କିକି କାର୍ ଚ୍ୟାଲେଜ ଓ ଏବେ ଟିକ୍‌ଟକ୍ ଯୁବପିଢ଼ି ଓ ସ୍କୁଲ ପିଲାଙ୍କ ପାଇଁ ମନୋରଞ୍ଜନର ଏକ ମାଧ୍ୟମରେ ପରିଣତ ହୋଇଗଲାଣି। ଏହାଦ୍ୱାରା ପିଲା ଜୀବନ ହାରିବା ପରି ପରିସ୍ଥିତି ସୃଷ୍ଟି ହେଉଛି। ଯାହା ଉପରେ କି ରୋକ ଲାଗିବାର ଆବଶ୍ୟକତା ହୋଇଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story