ପାଟଣା: ନିକଟରେ ଅରୁଣାଚଳ ପ୍ରଦେଶରେ ଛଅ ଜେଡିୟୁ ବିଧାୟକ ବିଜେପିରେ ସାମିଲ୍ ହୋଇଥିଲେ। ଏବେ ବିହାରର ୧୭ ବିଧାୟକ ଆରଜେଡିରେ ସାମିଲ୍ ହୋଇପାରନ୍ତି। ଆରଜେଡି ନେତା ଶ୍ୟାମ୍ ରାଜକ ଏହା କହିଥିଲେ। ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଏହି ଖବରକୁ ନେଇ ଏବେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରତିଷ୍ଠାତା ନୀତୀଶ କୁମାର ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମନଗଢ଼ା ଖବର। ଯିଏ ଯାହା ପାରୁଛି ମତ ରଖୁଛି। ଏ ଖବରର କୌଣସି ଆଧାର ନାହିଁ।
ଶ୍ୟାମ୍ ରାଜକ କହିଥିଲେ, ୧୭ ଜେଡିୟୁ ବିଧାୟକ ଆରଜେଡିରେ ସାମିଲ ହେବା ପାଇଁ ଉତ୍ସାହିତ ଅଛନ୍ତି। ଏଭଳି ହେଲେ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। ତେଣୁ ଏହି ପ୍ରକ୍ରିୟା ଉପରେ ଆରଜେଡି ରୋକ୍ ଲଗାଇଛି। ଯଦି ୨୫ରୁ ୨୬ ଜେଡିୟୁ ବିଧାୟକ ସାମିଲ୍ ହେବେ ତାହେଲେ ସେମାନଙ୍କ ପଦ ରଦ୍ଦ ହେବନି।
ସୂଚନାଯୋଗ୍ୟ, ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟ ସରକାର ରହିଛି। ଆରଜେଡି ବିରୋଧୀ ଦଳରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।