'୧୭ ଜଣ ଜେଡିୟୁ ବିଧାୟକ ଆରଜେଡି ସମ୍ପର୍କରେ'

ପାଟଣା: ନିକଟରେ ଅରୁଣାଚଳ ପ୍ରଦେଶରେ ଛଅ ଜେଡିୟୁ ବିଧାୟକ ବିଜେପିରେ ସାମିଲ୍ ହୋଇଥିଲେ। ଏବେ ବିହାରର ୧୭ ବିଧାୟକ ଆରଜେଡିରେ ସାମିଲ୍ ହୋଇପାରନ୍ତି। ଆରଜେଡି ନେତା ଶ୍ୟାମ୍ ରାଜକ ଏହା କହିଥିଲେ। ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଏହି ଖବରକୁ ନେଇ ଏବେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରତିଷ୍ଠାତା ନୀତୀଶ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମନଗଢ଼ା ଖବର। ଯିଏ ଯାହା ପାରୁଛି ମତ ରଖୁଛି। ଏ ଖବରର କୌଣସି ଆଧାର […]

nitish

nitish

Subhransu Sekhar
  • Published: Wednesday, 30 December 2020
  • Updated: 30 December 2020, 07:32 PM IST

Sports

Latest News

ପାଟଣା: ନିକଟରେ ଅରୁଣାଚଳ ପ୍ରଦେଶରେ ଛଅ ଜେଡିୟୁ ବିଧାୟକ ବିଜେପିରେ ସାମିଲ୍ ହୋଇଥିଲେ। ଏବେ ବିହାରର ୧୭ ବିଧାୟକ ଆରଜେଡିରେ ସାମିଲ୍ ହୋଇପାରନ୍ତି। ଆରଜେଡି ନେତା ଶ୍ୟାମ୍ ରାଜକ ଏହା କହିଥିଲେ। ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଏହି ଖବରକୁ ନେଇ ଏବେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରତିଷ୍ଠାତା ନୀତୀଶ କୁମାର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମନଗଢ଼ା ଖବର। ଯିଏ ଯାହା ପାରୁଛି ମତ ରଖୁଛି। ଏ ଖବରର କୌଣସି ଆଧାର ନାହିଁ।

ଶ୍ୟାମ୍ ରାଜକ କହିଥିଲେ, ୧୭ ଜେଡିୟୁ ବିଧାୟକ ଆରଜେଡିରେ ସାମିଲ ହେବା ପାଇଁ ଉତ୍ସାହିତ ଅଛନ୍ତି। ଏଭଳି ହେଲେ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। ତେଣୁ ଏହି ପ୍ରକ୍ରିୟା ଉପରେ ଆରଜେଡି ରୋକ୍ ଲଗାଇଛି। ଯଦି ୨୫ରୁ ୨୬ ଜେଡିୟୁ ବିଧାୟକ ସାମିଲ୍ ହେବେ ତାହେଲେ ସେମାନଙ୍କ ପଦ ରଦ୍ଦ ହେବନି।

ସୂଚନାଯୋଗ୍ୟ, ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟ ସରକାର ରହିଛି। ଆରଜେଡି ବିରୋଧୀ ଦଳରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story