ରକ୍ତମୁଖା ହୋଇଗଲେ ହତାଶ ପ୍ରେମିକ, ତା ପରେ...

କୋଟା: ଏକତଥରଫା ପ୍ରେମ ଯେ କେତେ ମାରାତ୍ମକ ସେ କଥା ଆପଣ ଜାଣିଥିବେ । ପ୍ରେମିକାକୁ ନ ପାଇବାର ଗ୍ଲାନି କେତେବେଳେ ଏସିଡ୍‌ ଆକ୍ରମଣର ରୂପ ନିଏ ତ କେତେବେଳେ ପୁଣି ହତ୍ୟା ଭଳି କାଣ୍ଡ ଭିଆଏ। ଯେମିତି ନିକଟରେ ଘଟିଛି ରାଜସ୍ତାନର କୋଟା ଅଞ୍ଚଳରେ। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରିବା ଓ ନିର୍ବନ୍ଧ ଭାଙ୍ଗିଯିବା ପରେ ଶେଷରେ ହତୋତ୍ସାହ ଯୁବକ ଜଣକ ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଛୁରୀ ଭୁସିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ […]

Love

Love

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 05:45 PM IST

Sports

Latest News

କୋଟା: ଏକତଥରଫା ପ୍ରେମ ଯେ କେତେ ମାରାତ୍ମକ ସେ କଥା ଆପଣ ଜାଣିଥିବେ । ପ୍ରେମିକାକୁ ନ ପାଇବାର ଗ୍ଲାନି କେତେବେଳେ ଏସିଡ୍‌ ଆକ୍ରମଣର ରୂପ ନିଏ ତ କେତେବେଳେ ପୁଣି ହତ୍ୟା ଭଳି କାଣ୍ଡ ଭିଆଏ। ଯେମିତି ନିକଟରେ ଘଟିଛି ରାଜସ୍ତାନର କୋଟା ଅଞ୍ଚଳରେ। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରିବା ଓ ନିର୍ବନ୍ଧ ଭାଙ୍ଗିଯିବା ପରେ ଶେଷରେ ହତୋତ୍ସାହ ଯୁବକ ଜଣକ ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଛୁରୀ ଭୁସିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଏମ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। କୋଟାସ୍ଥିତ ଭୀମଗଞ୍ଜ ଥାନା ଅନ୍ତର୍ଗତ ନେହେରୁନଗର ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଏହି ଜଘନ୍ୟ ଘଟଣା ଘଟିଛି।

ସାହିନୁର୍‌ ନାମ୍ନୀ ଜଣେ ଯୁବତୀ ଟିଉସନ୍‌ ଯାଉଥିବା ସମୟରେ ଘର ପାର୍ଶ୍ୱ ଗଳି ରାସ୍ତାରେ ତାଙ୍କ ଉପରେ ଝପଟି ପଡିଥିଲେ ଜଣେ ଯୁବକ। ସାହିନୁରଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ତାଙ୍କୁ ୯ ଥର ଛୁରାମାଡ଼ କରିଥିଲେ। ରକ୍ତ ଜଡୁବୁଡୁ ଅବସ୍ଥାରେ ତାଙ୍କୁ ଛାଡି ଚାଲିଯାଇଥିବା ବେଳେ ସେଠାରେ ଉପସ୍ଥିତି ଲୋକେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ବୋର୍ଖେଡା ଅଞ୍ଚଳର ୨୫ ବର୍ଷିୟ ସବିରଙ୍କ ବିବାହ କିଛି ଦିନ ତଳେ ସାହିନୁରଙ୍କ ସହ ଲାଗିଥିଲା। ଏପରିକି ନିର୍ବନ୍ଧ ମଧ୍ୟ ସରିଥିଲା। ମାତ୍ର କୌଣସି କାରଣରୁ ବାହାଘରେ ଭାଙ୍ଗିଯିବାରୁ ପ୍ରତିକ୍ରୀୟାଶିଳ ହୋଇପଡିଥିଲେ ସବିର। ଶେଷରେ ମାନସିକ ଭାରସାମ୍ୟ ହରାଇ ଏଭିଳି କାଣ୍ଡ ଭିଆଇଥିଲେ। ସବିରଙ୍କୁ ପୋଲିସ ବାନ୍ଧି ନେଇଥିବା ବେଳେ ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story