ଗିରଫ ହେଲେ ସୌଭିକ୍ ଚକ୍ରବର୍ତ୍ତୀ ଏବଂ ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର

ମୁମ୍ବାଇ: ଫିଲ୍ମ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ଟ୍ବିଷ୍ଟ ଆସିଛି। ରୀୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଲଏ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ସୌଭିକ୍ ରୀୟାଙ୍କ ବାବଦରେ କିଛି ନୂଆ ତଥ୍ୟ ଦେଇଥିବା ମଧ୍ୟ କୁହାଯାଉଛି।

ଏହା ପୂର୍ବରୁ ରୀୟାଙ୍କ ଭାଇ ସୌଭିକ୍ ଡ୍ରଗ୍ସ କାରବାର ବାବଦରେ ବଡ଼ ତଥ୍ୟ ଦେଇଥିଲେ। ଜାତୀୟ ଟିଭି ଚ୍ୟାନେଲ ରିପବ୍ଲିକ୍ ଦେଇଥିବା ତଥ୍ୟ ମୁତାବକ ରୀୟା ସୌଭିକ ଏବଂ ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଡ୍ରଗ୍ସ କିଣିବାକୁ କହିଥିଲେ। ସୌଭିକ୍ ବିଭିନ୍ନ ଡ୍ରଗ୍ସ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିବା ନେଇ ସ୍ବୀକାର କରିଥିବା ଏହି ଖବରରେ ପ୍ରକାଶ ପାଇଛି। ସୌଭିକ ଏବଂ ମିରାଣ୍ଡାଙ୍କ ଘର ଉପରେ ଚଢ଼ଉ କରିବା ସହ ଉଭୟଙ୍କୁ ଦିନ ସାରା ଏନସିବି ଜେରା କରିଥିଲା ।

ଆହୁରି ପଢ଼ନ୍ତୁ

‘କରୋନାରୁ ସୁସ୍ଥ ପରେ ଭାଇରାଲ ରୋଗରେ ଆକ୍ରାନ୍ତ ଆଶଙ୍କା ଅଧିକ’

ରାଜ୍ୟରେ ପୁଣି ୪ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଘାଣ୍ଟିଲା ସିବିଆଇ

ହ୍ୱାଟ୍ସଆପ୍‌ରେ ମିଳିବ କରୋନା ପରାମର୍ଶ, ନମ୍ୱର ଜାରି କଲେ ସରକାର

ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ

ଚାଷ ବିଲ୍‌ ନେଇ କେନ୍ଦ୍ର ସରକାରରୁ ଇସ୍ତଫା ଦେଲେ ଅକାଳୀ ନେତ୍ରୀ

୨୦ରେ ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ସତର୍କ

ରାଜଧାନୀରେ ଚାଞ୍ଚଲ୍ୟ; ମା‘କୁ ପିଟି ପିଟି ମାରି ଦେଲେ ୧୨ ଓ ୧୫ ବର୍ଷର ଦୁଇ ପୁଅ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଉସକେଇବାକୁ ପ୍ରୟାସ! ଲଦାଖ ସୀମାରେ ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଇଲା ଚାଇନା

ପ୍ଲାଜମା ଥେରାପୀ: ଫେଲ୍ ମାରିଲେ ନବୀନଙ୍କ ମନ୍ତ୍ରୀ