ଗିରଫ ହେଲେ ସୌଭିକ୍ ଚକ୍ରବର୍ତ୍ତୀ ଏବଂ ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର

ମୁମ୍ବାଇ: ଫିଲ୍ମ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ଟ୍ବିଷ୍ଟ ଆସିଛି। ରୀୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଲଏ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ସୌଭିକ୍ ରୀୟାଙ୍କ ବାବଦରେ କିଛି ନୂଆ ତଥ୍ୟ ଦେଇଥିବା ମଧ୍ୟ କୁହାଯାଉଛି। ଏହା ପୂର୍ବରୁ ରୀୟାଙ୍କ ଭାଇ ସୌଭିକ୍ ଡ୍ରଗ୍ସ କାରବାର ବାବଦରେ ବଡ଼ ତଥ୍ୟ ଦେଇଥିଲେ। ଜାତୀୟ ଟିଭି ଚ୍ୟାନେଲ ରିପବ୍ଲିକ୍ […]

Soubhik

Soubhik

Subrat Kumar Nayak
  • Published: Friday, 04 September 2020
  • Updated: 05 September 2020, 12:52 AM IST

Sports

Latest News

ମୁମ୍ବାଇ: ଫିଲ୍ମ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ଟ୍ବିଷ୍ଟ ଆସିଛି। ରୀୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଲଏ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ସୌଭିକ୍ ରୀୟାଙ୍କ ବାବଦରେ କିଛି ନୂଆ ତଥ୍ୟ ଦେଇଥିବା ମଧ୍ୟ କୁହାଯାଉଛି।

ଏହା ପୂର୍ବରୁ ରୀୟାଙ୍କ ଭାଇ ସୌଭିକ୍ ଡ୍ରଗ୍ସ କାରବାର ବାବଦରେ ବଡ଼ ତଥ୍ୟ ଦେଇଥିଲେ। ଜାତୀୟ ଟିଭି ଚ୍ୟାନେଲ ରିପବ୍ଲିକ୍ ଦେଇଥିବା ତଥ୍ୟ ମୁତାବକ ରୀୟା ସୌଭିକ ଏବଂ ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଡ୍ରଗ୍ସ କିଣିବାକୁ କହିଥିଲେ। ସୌଭିକ୍ ବିଭିନ୍ନ ଡ୍ରଗ୍ସ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିବା ନେଇ ସ୍ବୀକାର କରିଥିବା ଏହି ଖବରରେ ପ୍ରକାଶ ପାଇଛି। ସୌଭିକ ଏବଂ ମିରାଣ୍ଡାଙ୍କ ଘର ଉପରେ ଚଢ଼ଉ କରିବା ସହ ଉଭୟଙ୍କୁ ଦିନ ସାରା ଏନସିବି ଜେରା କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story