ମୁହାଁମୁହିଁ ହେଲା ଦୁଇ ସେନା ବିମାନ, ୧୫ ମୃତ

କାବୁଲ: ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦର ନୱା ଜିଲ୍ଲାରେ ଦୁଇଟି ଆଫଗାନିସ୍ତାନ ବାୟୁସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି। ଏ ନେଇ ଟୋଲୋ ନ୍ୟୁଜ୍ ଅନୁଯାୟୀ ପକ୍ଷରୁ ସୂଚନା ମିଳିଛି। ଯବାନ ମାନଙ୍କୁ ଫେରାଇ ଆଣିବା ଏବଂ ଆହତ ମାନଙ୍କୁ ନେଇ ଯାଉଥିବା ହେଲିକପ୍ଟର ମଧ୍ୟରେ ହୋଇଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। […]

afghastnian helicaptor crash

Subhransu Sekhar
  • Published: Wednesday, 14 October 2020
  • , Updated: 14 October 2020, 01:12 PM IST

କାବୁଲ: ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦର ନୱା ଜିଲ୍ଲାରେ ଦୁଇଟି ଆଫଗାନିସ୍ତାନ ବାୟୁସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି। ଏ ନେଇ ଟୋଲୋ ନ୍ୟୁଜ୍ ଅନୁଯାୟୀ ପକ୍ଷରୁ ସୂଚନା ମିଳିଛି।

ଯବାନ ମାନଙ୍କୁ ଫେରାଇ ଆଣିବା ଏବଂ ଆହତ ମାନଙ୍କୁ ନେଇ ଯାଉଥିବା ହେଲିକପ୍ଟର ମଧ୍ୟରେ ହୋଇଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ପ୍ରତିରକ୍ଷା ମନ୍ତ୍ରାଳୟ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ତେବେ ସ୍ଥାନୀୟ ରାଜ୍ୟପାଳଙ୍କ ମୁଖପାତ୍ର ଓମାର ଜାୱକ ନାୱା ଜିଲ୍ଲାରେ ଦୁର୍ଘଟଣା ହୋଇଥିବା ସ୍ପଷ୍ଟ କରିଛନ୍ତି।

Related story