ଦିଲ୍ଲୀ ହିଂସା ଓ ଶାହୀନବାଗ ଆନ୍ଦୋଳନ ପଛରେ ପିଏଫଆଇ! ୨ ଗିରଫ

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ଓ ଶାହୀନବାଗରେ ଚାଲିଥିବା ନାଗରିକତା ସଂଶୋଧାନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନ ପଛରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର(ପିଏଫଆଇ) ଲିଙ୍କ୍ ରହିଛି। ପିଏଫଆଇ ହିଂସା ଏବଂ ଆନ୍ଦୋଳନ ପାଇଁ ପାଣ୍ଠି ଯୋଗାଉଥିଲା ବୋଲି ଦିଲ୍ଲୀର ସ୍ପେଶାଲ ପୁଲିସ ଜାଣିବାକୁ ପାଇଛି। ଏହାପରେ ଗୁରୁବାର ଦିଲ୍ଲୀ ପୁଲିସ ପିଏଫଆଇର ସଭାପତି ପରଭେଜ ଅହମଦ ଏବଂ ସେକ୍ରେଟେରୀ ମହମ୍ମଦ ଇଲିୟାସକୁ ଗିରଫ କରିଛି। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପରଭେଜ ଅହମଦକୁ ପଚରାଉଚରା […]

DELHI VIOLENCE

DELHI VIOLENCE

Subhransu Sekhar
  • Published: Thursday, 12 March 2020
  • Updated: 12 March 2020, 01:26 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ଓ ଶାହୀନବାଗରେ ଚାଲିଥିବା ନାଗରିକତା ସଂଶୋଧାନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନ ପଛରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର(ପିଏଫଆଇ) ଲିଙ୍କ୍ ରହିଛି। ପିଏଫଆଇ ହିଂସା ଏବଂ ଆନ୍ଦୋଳନ ପାଇଁ ପାଣ୍ଠି ଯୋଗାଉଥିଲା ବୋଲି ଦିଲ୍ଲୀର ସ୍ପେଶାଲ ପୁଲିସ ଜାଣିବାକୁ ପାଇଛି। ଏହାପରେ ଗୁରୁବାର ଦିଲ୍ଲୀ ପୁଲିସ ପିଏଫଆଇର ସଭାପତି ପରଭେଜ ଅହମଦ ଏବଂ ସେକ୍ରେଟେରୀ ମହମ୍ମଦ ଇଲିୟାସକୁ ଗିରଫ କରିଛି।

ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପରଭେଜ ଅହମଦକୁ ପଚରାଉଚରା କରୁଛି। ଶାହୀନବାଗରେ ଚାଲିଥିବା ଆନ୍ଦୋଳନ ପଛରେ ପିଏଫଆଇ ଫଣ୍ଡି କରୁଥିବାର ପ୍ରମାଣ ଗଣମାଧ୍ୟମ ଜରିଆରେ ବିସ୍ତୃତ ତଥ୍ୟ ଦେଇପାରେ ପୁଲିସ୍। ଇଲିୟାସ ଶିବ ବିହାରର ବାସିନ୍ଦା ଏବଂ ଏସଡିପିଆଇ ଟିକେଟରେ କରୱାଲ ନଗରରୁ ଚଳିତବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା।

ସୂଚନାଯୋଗ୍ୟ, ଗତମାସରେ ହୋଇଥିବା ଦିଲ୍ଲୀ ହିଂସାରେ ପାଖାପାଖି ୫୦ ଲୋକଙ୍କ ମତ୍ୟୁ ଘଟିଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ। ସିଏଏ ଓ ଏନଆରସିକୁ ବିରୋଧ କରି ଉଭୟ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ପରେ ଏହି ହିଂସା ସାମ୍ପ୍ରଦାୟିକ ହିଂସା ଆଡ଼କୁ ମୁହାଁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story