ଛୁଟି କାଟିବାକୁ କାନାଡ଼ା ଯାଇଥିଲେ ଦୁଇ ଆପ୍‌ ବିଧାୟକ; ବିମାନବନ୍ଦରରୁ ଫେରାଇ ଦେଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ପଞ୍ଜାବର ଦୁଇ ଜଣ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟକ ଛୁଟି କାଟିବାକୁ କ୍ୟାନାଡା ଯାଇଥିଲେ। ତେବେ ସେମାନଙ୍କୁ କ୍ୟାନାଡା ବିମାନବନ୍ଦରରୁ ଫେରିବାକୁ ପଡ଼ିଛି।   ରବିବାର କ୍ୟାନାଡାର ଓଟାୱା ବିମାନବନ୍ଦରରେ ଆପ୍‌ ବିଧାୟକ କୁଲ୍‌ତାର୍‌ ସିଂହ ସନ୍ଧୱା ଏବଂ ଅମରଜିତ୍‌ ସିଂହ ସନ୍ଦୋଆ ପହଞ୍ଚିବା କ୍ଷଣି ସୁରକ୍ଷାକର୍ମୀ ସେମାନଙ୍କୁ ହେପାଜତ୍‌କୁ ନେଇଯିବା ସହ ପଚରାଉଚରା କରିଥିଲେ। ତା’ପରେ ସେମାନଙ୍କୁ ଭାରତ ଫେରାଇ ଦେଇଥିଲେ। କ୍ୟାନାଡା ପୁଲିସ୍‌ ଏପରି କରିବା ପଛର କାରଣ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଦୁଇ […]

aap

aap

Rakesh Mallick
  • Published: Monday, 23 July 2018
  • Updated: 23 July 2018, 10:14 AM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବର ଦୁଇ ଜଣ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟକ ଛୁଟି କାଟିବାକୁ କ୍ୟାନାଡା ଯାଇଥିଲେ। ତେବେ ସେମାନଙ୍କୁ କ୍ୟାନାଡା ବିମାନବନ୍ଦରରୁ ଫେରିବାକୁ ପଡ଼ିଛି।   ରବିବାର କ୍ୟାନାଡାର ଓଟାୱା ବିମାନବନ୍ଦରରେ ଆପ୍‌ ବିଧାୟକ କୁଲ୍‌ତାର୍‌ ସିଂହ ସନ୍ଧୱା ଏବଂ ଅମରଜିତ୍‌ ସିଂହ ସନ୍ଦୋଆ ପହଞ୍ଚିବା କ୍ଷଣି ସୁରକ୍ଷାକର୍ମୀ ସେମାନଙ୍କୁ ହେପାଜତ୍‌କୁ ନେଇଯିବା ସହ ପଚରାଉଚରା କରିଥିଲେ। ତା’ପରେ ସେମାନଙ୍କୁ ଭାରତ ଫେରାଇ ଦେଇଥିଲେ। କ୍ୟାନାଡା ପୁଲିସ୍‌ ଏପରି କରିବା ପଛର କାରଣ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଦୁଇ ବିଧାୟକ ଗତ କିଛି ଦିନ ହେବ ଏକାଧିକ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅମରଜିତ୍‌ଙ୍କ ଉପରେ ନିର୍ଯାତନା ମାମଲା ଚାଲୁଛି। ଏହାବାଦ୍‌ ତାଙ୍କ ନାଁ ମାଫିଆଙ୍କ ସହ ଯୋଡ଼ା ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story