ନୂଆଦିଲ୍ଲୀ: ପଞ୍ଜାବର ଦୁଇ ଜଣ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଛୁଟି କାଟିବାକୁ କ୍ୟାନାଡା ଯାଇଥିଲେ। ତେବେ ସେମାନଙ୍କୁ କ୍ୟାନାଡା ବିମାନବନ୍ଦରରୁ ଫେରିବାକୁ ପଡ଼ିଛି। ରବିବାର କ୍ୟାନାଡାର ଓଟାୱା ବିମାନବନ୍ଦରରେ ଆପ୍ ବିଧାୟକ କୁଲ୍ତାର୍ ସିଂହ ସନ୍ଧୱା ଏବଂ ଅମରଜିତ୍ ସିଂହ ସନ୍ଦୋଆ ପହଞ୍ଚିବା କ୍ଷଣି ସୁରକ୍ଷାକର୍ମୀ ସେମାନଙ୍କୁ ହେପାଜତ୍କୁ ନେଇଯିବା ସହ ପଚରାଉଚରା କରିଥିଲେ। ତା’ପରେ ସେମାନଙ୍କୁ ଭାରତ ଫେରାଇ ଦେଇଥିଲେ। କ୍ୟାନାଡା ପୁଲିସ୍ ଏପରି କରିବା ପଛର କାରଣ ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, ଦୁଇ ବିଧାୟକ ଗତ କିଛି ଦିନ ହେବ ଏକାଧିକ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅମରଜିତ୍ଙ୍କ ଉପରେ ନିର୍ଯାତନା ମାମଲା ଚାଲୁଛି। ଏହାବାଦ୍ ତାଙ୍କ ନାଁ ମାଫିଆଙ୍କ ସହ ଯୋଡ଼ା ଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।
National
୨୦ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର
ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ।
National
ରାତି ସାରା ଷ୍ଟୋଭ୍ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ
ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।