ସିରିଆ ଉପରେ ତୁର୍କୀର ଆକ୍ରମଣ,୨୦ମୃତ

ଡାମାସ୍‌କସ୍‌: ସିରିଆର ସୀମାବର୍ତ୍ତୀ ଅଞ୍ଚଳ ଉପରକୁ ଆଜି ତୁର୍କୀ ପକ୍ଷରୁ ଆଖିବୁଜା ଗୁଳିଗୋଳା ଓ କମାଣ ମାଡରେ ୨୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ ତୁର୍କୀ ସୀମାରେ ଥିବା ସିରିଆର ବିର କୌଶା ସହର ଉପରେ ତୁର୍କୀ ପକ୍ଷରୁ ବିମାନ ଆକ୍ରମଣ କରାଯିବା ସହ ଗୁଳି  ମାଡ଼ କରାଯାଇଥିଲା। ଏଥିରେ ୨୦ ଜଣ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

ଏହାପୂର୍ବରୁ ତୁର୍କୀ ସିରିଆର ୩ଟି ଟ୍ୟାଙ୍କକୁ କରି ନଷ୍ଟ କରି ଦେଇଥିଲା।

ଆହୁରି ପଢ଼ନ୍ତୁ

ଲଦାଖରୁ ଚାଇନାକୁ ମୋଦିଙ୍କ ଚେତାବନୀ: ବିସ୍ତାରବାଦର ଯୁଗ ଖତମ

ଛକି ବସିଥିଲା ବିକାଶ, ଚାଲ୍‌ ବୁଝିପାରିଲାନି ପୁଲିସ୍‌

ଲଦାଖର ସ୍ଥିତି ପରଖିବାକୁ ନିଜେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦ୍ୱିତୀୟ କରୋନା ଟିକାକୁ ପରୀକ୍ଷା ପାଇଁ ଅନୁମତି ଦେଲେ ସରକାର

୩୩ଟି ନୂଆ ଫାଇଟର ଜେଟ୍ କିଣିବାକୁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ବିଦେଶ ପଳାଇବାର ୨ ବର୍ଷ ପରେ ବ୍ୟବସାୟୀଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ

ଏନ୍‌କାଉଣ୍ଟର ବେଳେ ଡିଏସ୍‌ପିଙ୍କ ସମେତ ୮ ପୁଲିସ୍‌ କର୍ମଚାରୀ ଶହୀଦ

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

ବିଜୁଳି ନେଲା ପୁଣି ୨୬ ଜୀବନ

ପୁଣି ରେକର୍ଡ କଲା ରେଳବାଇ, ଟ୍ରାକରେ ଦୌଡ଼ିଲା ୨.୮ କିମି ଲମ୍ବର ଟ୍ରେନ୍‌

‘ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ କେବଳ ସରକାରୀ ଚାକିରୀ‘

ପୁଲୱାମା ହମଲା: ଆଉ ଜଣଙ୍କୁ ବାନ୍ଧିଲା ଏନଆଇଏ