କାଫେରେ ଗ୍ୟାସ୍‌ ବିସ୍ଫୋରଣ, ୨୨ ଗୁରୁତର

ମସ୍କୋ: ପଶ୍ଚିମ ଋସିଆର ସାରାଟଭ୍‌ ଅଞ୍ଜଳରେ  ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କାଫେରେ ଗ୍ୟାସ୍‌ ଦୁଘର୍ଟଣା ଘଟି ୨୨ ଜଣ ଗୁରୁତର ହୋଇଛନ୍ତି। ପରେ ନିଆଁକୁ ଆୟତ୍ତ କରାଯାଇ ଥିଲା। ଏକ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ୍‌ ଏକ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା।  ଉକ୍ତ କାଫେରେ ପ୍ରାୟ ୪୦ ଜଣ ଥିଲେ। ୧୪ ଜଣଙ୍କୁ  ଅତି ଗୁରୁତର ଅବସ୍ଥାରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁଙ୍କ ଶରୀରରେ […]

56

56

Tapas Behera
  • Published: Sunday, 27 January 2019
  • Updated: 27 January 2019, 09:02 AM IST

Sports

Latest News

ମସ୍କୋ: ପଶ୍ଚିମ ଋସିଆର ସାରାଟଭ୍‌ ଅଞ୍ଜଳରେ  ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କାଫେରେ ଗ୍ୟାସ୍‌ ଦୁଘର୍ଟଣା ଘଟି ୨୨ ଜଣ ଗୁରୁତର ହୋଇଛନ୍ତି। ପରେ ନିଆଁକୁ ଆୟତ୍ତ କରାଯାଇ ଥିଲା। ଏକ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ୍‌ ଏକ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା।  ଉକ୍ତ କାଫେରେ ପ୍ରାୟ ୪୦ ଜଣ ଥିଲେ। ୧୪ ଜଣଙ୍କୁ  ଅତି ଗୁରୁତର ଅବସ୍ଥାରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁଙ୍କ ଶରୀରରେ ୭୦ ଭାଗ ଜଳି ଯାଇଛି। ସରକାର ଏହି ଘଟଣାକୁ ଗମ୍ଭୀରଭାବେ ନେଇ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story