କର୍ମକ୍ଷେତ୍ରରେ ସେକ୍ସ କଥା ହେବାକୁ ଭଲ ପାଆନ୍ତି ୨୩% ଭାରତୀୟ ମହିଳା!

ଲଣ୍ଡନ: କର୍ମକ୍ଷେତ୍ରରେ ପ୍ରାୟ ୨୩ ପ୍ରତିଶତ ଭାରତୀୟ ମହିଳା ସେକ୍ସ ସଂପର୍କିତ ଆଲୋଚନା କରିବା କିମ୍ୱା ଡକୁମେଣ୍ଟ ପ୍ରଦର୍ଶନ କରିବାକୁ ଗ୍ରହଣ କରିନେଲେଣି। ବିଭିନ୍ନ ଦେଶକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଏହା ସର୍ବାଧିକ ବୋଲି ଜଣାପଡିଛି। ସାଧାରଣତଃ ଯେତେବେଳେ କର୍ମକ୍ଷେତ୍ରରେ ଥିବା ସହଯୋଗୀ ଡେଟ୍‌ରେ ଯିବା ପାଇଁ କୁହନ୍ତି ସେମାନେ ନା କହିଥାନ୍ତି। କିନ୍ତୁ ମାଲେସିଆର ୨୯% ଏବଂ ଭାରତର ୨୬% ମହିଳା ଏହି ପ୍ରସ୍ତାବକୁ ଠିକ୍ ବୋଲି ଚିନ୍ତା କରନ୍ତି। ଚାଇନାର ୩୦ […]

sexual-content

sexual-content

Subhransu Sekhar
  • Published: Monday, 09 March 2020
  • Updated: 09 March 2020, 06:14 PM IST

Sports

Latest News

ଲଣ୍ଡନ: କର୍ମକ୍ଷେତ୍ରରେ ପ୍ରାୟ ୨୩ ପ୍ରତିଶତ ଭାରତୀୟ ମହିଳା ସେକ୍ସ ସଂପର୍କିତ ଆଲୋଚନା କରିବା କିମ୍ୱା ଡକୁମେଣ୍ଟ ପ୍ରଦର୍ଶନ କରିବାକୁ ଗ୍ରହଣ କରିନେଲେଣି। ବିଭିନ୍ନ ଦେଶକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଏହା ସର୍ବାଧିକ ବୋଲି ଜଣାପଡିଛି।

ସାଧାରଣତଃ ଯେତେବେଳେ କର୍ମକ୍ଷେତ୍ରରେ ଥିବା ସହଯୋଗୀ ଡେଟ୍‌ରେ ଯିବା ପାଇଁ କୁହନ୍ତି ସେମାନେ ନା କହିଥାନ୍ତି। କିନ୍ତୁ ମାଲେସିଆର ୨୯% ଏବଂ ଭାରତର ୨୬% ମହିଳା ଏହି ପ୍ରସ୍ତାବକୁ ଠିକ୍ ବୋଲି ଚିନ୍ତା କରନ୍ତି। ଚାଇନାର ୩୦ ପ୍ରତିଶତ ପୁରୁଷ ଓ ୧୫ ପ୍ରତିଶତ ମହିଳା ସହକର୍ମୀଙ୍କ ସହ ଡେଟରେ ଯିବା କୌଣସି ଅସୁବିଧା ନୁହେଁ ବୋଲି ବିଚାର କରୁଥିବା ଜଣାପଡ଼ିଛି।

ସାରା ବିଶ୍ୱର ୨୭ଟି ଦେଶର ୨୦,୦୦୦ ନାଗରିକଙ୍କୁ ନେଇ ଏହି ସର୍ଭେ କରାଯାଇଛି। ଲଣ୍ଡନସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଲିଡରସିପ ଏବଂ ମାର୍କେଟ ରିସର୍ଚ୍ଚ ଫାର୍ମ ଆଇପିଏସଓଏସ ମୋରି ଏହାର ସର୍ଭେ କରିଛି।

ସର୍ଭେ କରାଯାଇଥିବା ଦେଶମାନଙ୍କ ମଧ୍ୟରୁ ବ୍ରିଟେନର ୭୮ ପ୍ରତିଶତ ଲୋକ ଡେଟ୍ ବାବଦରେ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ଜଣାଇଥାନ୍ତି। ଏହିପରି ପସନ୍ଦ କିନ୍ତୁ ମହିଳା ଏବଂ ପୁରୁଷଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇପାରେ ବୋଲି ଅଧିକାଂଶ ଆକଳନ କରିଛନ୍ତି।

ସର୍ଭେ ଅନୁଯାୟୀ, ପ୍ରାୟ ୨୬ ପ୍ରତିଶତ ଲୋକ କହିଛନ୍ତି, ଜଣେ ସହକର୍ମୀ ଯିଏ ଡେଟରେ ଯିବାକୁ ଚାହୁଁଥିବ ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ମହିଳାଙ୍କ କ୍ୟାରିୟରକୁ ଅଧିକ କ୍ଷତି ପହଞ୍ଚାଇପାରେ।

୧୪ ପ୍ରତିଶତ ଲୋକ ଭାବନ୍ତି ଯେ ଜଣେ ମହିଳା ଯିଏ ନିଜ ପାରିବାରିକ ଜୀବନ ବିଷୟରେ କଥାବାର୍ତ୍ତା କରନ୍ତି, ତାଙ୍କ କ୍ୟାରିୟରର କ୍ଷତି ହେବାର ସମ୍ଭାବନା ଅଧିକ। ସେହି ବ୍ୟକ୍ତିଙ୍କ ତୁଳନାରେ ପୁରୁଷଙ୍କ କ୍ୟାରିୟର ଅଧିକ ପ୍ରଭାବିତ ହେବାର ଦୁଇଗୁଣରୁ ଅଧିକ (୬ ପ୍ରତିଶତ)।

ପ୍ରାୟ ୨୫ ପ୍ରତିଶତ ଲୋକ ଭାବନ୍ତି ପରିବାରକୁ କାମ ଅପେକ୍ଷା ଅଧିକ ପ୍ରାଥମିକତା ଦେବା ମହିଳାଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇବାର ସମ୍ଭାବନାକୁ ଅଧିକ କରିଥାଏ। ତେବେ ୯ ପ୍ରତିଶତ ଲୋକ ଭାବନ୍ତି ଯେ ପୁରୁଷଙ୍କ କ୍ୟାରିୟରର କ୍ଷତି ହେବାର ସମ୍ଭାବନା ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story