୩ ବର୍ଷରେ ୯ ହଜାର ଡାକ୍ତର ଛାଡିଛନ୍ତି ପାକିସ୍ତାନ

କରାଚୀ: ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନରେ ଏବେ ଡାକ୍ତର ମଧ୍ୟ ସୁରକ୍ଷିତ ନୁହନ୍ତି । ଗତବର୍ଷ ପାକିସ୍ତାନରେ ୨୬ ଜଣ ଡାକ୍ତରଙ୍କୁ ହତ୍ୟା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଠାରେ ଡାକ୍ତରମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଫଳରେ ଗତ ୩ ବର୍ଷ ମଧ୍ୟରେ  ପ୍ରାୟ ୯ ହଜାର ଡାକ୍ତର ଦେଶ ଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି । ପାକିସ୍ତାନ ପୋଲିସର କହିବା ଅନୁସାରେ, ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟା ୨୦୧୦ରେ ତିନି ଗୁଣ ଅଧିକ […]

park

park

Rakesh Mallick
  • Published: Tuesday, 16 June 2015
  • Updated: 04 May 2017, 03:45 PM IST

କରାଚୀ: ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନରେ ଏବେ ଡାକ୍ତର ମଧ୍ୟ ସୁରକ୍ଷିତ ନୁହନ୍ତି । ଗତବର୍ଷ ପାକିସ୍ତାନରେ ୨୬ ଜଣ ଡାକ୍ତରଙ୍କୁ ହତ୍ୟା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଠାରେ ଡାକ୍ତରମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଫଳରେ ଗତ ୩ ବର୍ଷ ମଧ୍ୟରେ  ପ୍ରାୟ ୯ ହଜାର ଡାକ୍ତର ଦେଶ ଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି ।

ପାକିସ୍ତାନ ପୋଲିସର କହିବା ଅନୁସାରେ, ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟା ୨୦୧୦ରେ ତିନି ଗୁଣ ଅଧିକ ହୋଇଯାଇଥିଲା । କରାଚୀ ସହରରେ ଡାକ୍ତରମାନଙ୍କୁ ଅଧିକ ଆକ୍ରମଣ କରାଯାଉଥିବା ଜଣାପଡିଛି ।  ଏହାସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଡାକ୍ତର ଟାଗେର୍ଟରେ ରହୁଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story