ନିର୍ମାଣଧୀନ କୋଠା ଭୁଶୁଡ଼ି ତିନି ମୃତ

ଗାନ୍ଧୀନଗର: ବିଳମ୍ୱିତ ରାତିରେ ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ଗୁଜରାଟର ଭୋଡୋଦରାରେ ଥିବା ବଓ୍ୱମନପୁରାରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି। ଆହତ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି। କୋଠା ତଳେ କିଛି ଚାପି ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। Gujarat: Three persons died after […]

gujrat Bawamanpura building collapse

Subhransu Sekhar
  • Published: Tuesday, 29 September 2020
  • , Updated: 29 September 2020, 06:33 AM IST

ଗାନ୍ଧୀନଗର: ବିଳମ୍ୱିତ ରାତିରେ ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ଗୁଜରାଟର ଭୋଡୋଦରାରେ ଥିବା ବଓ୍ୱମନପୁରାରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି। ଆହତ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି। କୋଠା ତଳେ କିଛି ଚାପି ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

https://twitter.com/ANI/status/1310718002615128064

Related story