୩୪ ଛୁଇଁଲା କରୋନା ଆକ୍ର।ନ୍ତଙ୍କ ସଂଖ୍ୟା, ମୋଦି କଲେ ସମୀକ୍ଷା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୟର ତ।ଣ୍ଡବଲୀଳା ରଚ।ଉଥିବ। କରୋନା ଆକ୍ର।ନ୍ତଙ୍କ ସଂଖ୍ୟା ଭ।ରତରେ ୩୪ ଛୁଇଁଛି। ଶନିବାର କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବ। ୩ ଜଣଙ୍କ ମଧ୍ୟରୁ ୨ ଜଣ ଲଦାଖର। ସେମାନେ ଦୁଇଜଣ ଇରାନରୁ ଫେରିଥିବା ସୂଚନା ମିଳିଛି। ଠିକ ସେହିଭଳି ତୃତୀୟ ବ୍ୟକ୍ତି ଜଣକ ତ।ମିଲନାଡ଼ୁର ଏବଂ ସେ ଓମାନରୁ ଫେରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଆକ୍ରାନ୍ତଙ୍କ […]

corona

corona

Subrat Kumar Nayak
  • Published: Saturday, 07 March 2020
  • Updated: 07 March 2020, 08:43 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୟର ତ।ଣ୍ଡବଲୀଳା ରଚ।ଉଥିବ। କରୋନା ଆକ୍ର।ନ୍ତଙ୍କ ସଂଖ୍ୟା ଭ।ରତରେ ୩୪ ଛୁଇଁଛି। ଶନିବାର କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବ। ୩ ଜଣଙ୍କ ମଧ୍ୟରୁ ୨ ଜଣ ଲଦାଖର। ସେମାନେ ଦୁଇଜଣ ଇରାନରୁ ଫେରିଥିବା ସୂଚନା ମିଳିଛି। ଠିକ ସେହିଭଳି ତୃତୀୟ ବ୍ୟକ୍ତି ଜଣକ ତ।ମିଲନାଡ଼ୁର ଏବଂ ସେ ଓମାନରୁ ଫେରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଆକ୍ରାନ୍ତଙ୍କ ସଂଖ୍ୟ। ୩୦ ଛୁଇଁବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୫୨ଟି ଲାବୋରେଟୋରୀ ଚ।ଲୁ କରାଯାଇଛି। ଅନ୍ୟପକ୍ଷରେ ୫୭ଟି ଲାବୋରେଟୋରୀ ନମୁନା ସଂଗ୍ରହ ପ।ଇଁ ଖୋଲାଯ।ଇଛି। ଅନ୍ୟପକ୍ଷରେ ଭୁଟାନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦୁଇ ଆମେରିକୀୟଙ୍କ ସଂସ୍ପର୍ଶରେ ଆସିଥିବା ୧୫୦ ଲୋକଙ୍କୁ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ପ୍ରୋଗ୍ରାମ ଅଧୀନରେ ରଖାଯାଇଛି। ମଣିପୁରର ଇମ୍ଫାଲରେ ଜ୍ବର ଏବଂ କଫ’ ଭଳି ଲକ୍ଷଣ ରହିଥିବା ଜଣେ ରୋଗୀଙ୍କୁ ରିଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ମେଡିକ।ଲ ସାଇନ୍ସେସ୍ (ରିମ୍ସ)ରେ ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୋନା ଭ।ଇରସର ମୁକାବିଲା ପ।ଇଁ ନିଆଯାଇଥିବା ପଦକ୍ଷେପ ଏବଂ ସ୍ଥିତି ବାବଦରେ ସମୀକ୍ଷା କରିଛନ୍ତି। ମୋଦି ଆଜି ସଚେତନ କରିବାକୁ ଯାଇ କହିଥିଲେ, ଲୋକେ ମାସ୍କ ସଜାଡ଼ିବ।କୁ ଯାଇ ବାରମ୍ବାର ମୁହଁକୁ ଛୁଇଁଦିଅନ୍ତି ଏହା ଭୂତାଣୁ ବ୍ୟାପିବାରେ ସହାୟକ ହୋଇଥ।ଏ। କରୋନା ଭାଇରସ ପ।ଇଁ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଭାଇରାଲ ହେଉଥିବାରୁ ଏସବୁ ଗୁଜବ ପାଲରେ ନ ପଡ଼ିବାକୁ ସେ ପରାମର୍ଶ ଦେଇଛନ୍ତି।

ସେ ନମସ୍ତେ ବା ନମସ୍କାର ବାବଦରେ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି, ଏବେ କରୋନା ଭାଇରସ ପାଇଁ ବିଶ୍ୱ ହ୍ୟାଣ୍ଡସେକ୍ ବଦଳରେ ନମସ୍ତେ ବା ନମସ୍କାର ଆଡ଼କୁ ମୁହାଁଉଛନ୍ତି। ଯଦି ଆମେ ନମସ୍କାର କରିବାକୁ ଭୁଲିଯ।ଇଛେ, ବର୍ତ୍ତମାନ ସମୟରେ ଏହାକୁ ପୁଣି ଆପଣ।ଇବାର ସମୟ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story