ମାଓବାଦୀଙ୍କ ଗୁଳିମାଡ଼ରେ ତିନି ପୋଲିସ୍ କର୍ମଚାରୀ ଆହତ

ରାୟପୁର: ଛତିଶଗଡ଼ରେ ଆଜି ମାଓବାଦୀଙ୍କ ସହ ଗୁଳିବିନିମୟ ବେଳେ ତିନି ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ରାୟପୁର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ସବ୍‌ ଇନ୍ସପେକ୍ଟର ପୁଷ୍ପରାଜ ନାଗବଂଶୀ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅୱଧ ରାମ ସାହୁ ଓ କନଷ୍ଟେବଳ ବିନୟ ସିଂ। ନାଗବଂଶୀଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଗୁଳିବିନିମୟରେ କିଛି ମାଓବାଦୀ ମୃତାହତ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି। କାରଣ ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ […]

encounter

encounter

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 10:40 AM IST

Sports

Latest News

encounterରାୟପୁର: ଛତିଶଗଡ଼ରେ ଆଜି ମାଓବାଦୀଙ୍କ ସହ ଗୁଳିବିନିମୟ ବେଳେ ତିନି ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ରାୟପୁର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ସବ୍‌ ଇନ୍ସପେକ୍ଟର ପୁଷ୍ପରାଜ ନାଗବଂଶୀ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅୱଧ ରାମ ସାହୁ ଓ କନଷ୍ଟେବଳ ବିନୟ ସିଂ। ନାଗବଂଶୀଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଗୁଳିବିନିମୟରେ କିଛି ମାଓବାଦୀ ମୃତାହତ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି। କାରଣ ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ କିଲମ ବେଚା ଗାଁର ଜଙ୍ଗଲରେ ଆଜି ଭୋରରେ ରାଜ୍ୟର ଡିଆର୍‌ଜି ଓ ସ୍ଥାନୀୟ ପୋଲିସ୍‌ର ଏକ ମିଳିତ ଟିମ୍‌ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ମାଓବାଦୀମାନେ ସେମାନଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ। ଫଳରେ ତିନି ଜଣ ଡିଆର୍‌ଜି ଯବାନ ଆହତ ହୋଇଥିଲେ। ତେବେ ଯବାନମାନେ ପାଲଟା ଗୁଳି ଚଳାଇବା ପରେ ମାଓବାଦୀମାନେ ସେଠାରୁ ପଳାଇଥିଲେ। ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story