୨୪ ଘଣ୍ଟାରେ ସୁସ୍ଥ ହେଲେଣି ୧୪୧, ଗଲାଣି ୩୫ ଜୀବନ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି। ଏହା ବର୍ତ୍ତମାନ ଯାଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବାରେ ସର୍ବାଧିକ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଯେଉଁ ସ୍ଥାନରୁ ଅଧିକ କରୋନା ଆକ୍ରାନ୍ତ ଠାବ ହେଉଥିଲେ ତୁରନ୍ତ ତା’କୁ କଣ୍ଟେନମେଣ୍ଟ ଜୋନ୍‌ […]

coronavirus

coronavirus

Subrat Kumar Nayak
  • Published: Monday, 13 April 2020
  • Updated: 13 April 2020, 05:31 PM IST

Sports

Latest News

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି।

ଏହା ବର୍ତ୍ତମାନ ଯାଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବାରେ ସର୍ବାଧିକ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଯେଉଁ ସ୍ଥାନରୁ ଅଧିକ କରୋନା ଆକ୍ରାନ୍ତ ଠାବ ହେଉଥିଲେ ତୁରନ୍ତ ତା’କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ସିଲ୍‌ କରାଯାଇଥିଲା। ବର୍ତ୍ତମାନ ଦେଶବ୍ୟାପୀ ଲକ୍‌ଡାଉନ୍‌ ରହିଥିବାବାଳେ ଏସବୁକୁ ରେଡ୍‌ଜୋନ୍‌ ଭାବେ ନିଆଯାଇଛି। ଏହି ପଦକ୍ଷେପ ପାଇଁ ସରକାରଙ୍କୁ ସୁଫଳ ମିଳୁଥିବା ଯୁଗ୍ମ ସଚିବ କହିଛନ୍ତି।

ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି, ଗତ ୨୪ ଘଣ୍ଟାରେ ୭୯୬ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହି ସମୟ ଭିତରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ଯାଏ ୮୫୭ ଜଣ ସୁସ୍ଥ ହେଲେଣି।

ସେ ଏହି ଅବସରରେ କହିଛନ୍ତି, “ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୫୨ ଛୁଇଁସାରିଛି। ଗତ ୨୪ ଘଣ୍ଟାରେ ୭୯୬ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୨୪ ଘଣ୍ଟାରେ ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଏଯାଏ ମୋଟ ୮୫୭ ଜଣ ସୁସ୍ଥ ହେଲେଣି”

ସେ ଏହି ଅବସରରେ ଆରୋଗ୍ୟ ସେତୁ ଆପ୍‌ ବାବଦରେ ମଦ୍ୟ ତଥ୍ୟ ଦେଇଛନ୍ତି। ଏହି ସରକାରୀ ଆପ୍‌କୁ ଏଯାଏ ମୋଟ ୩.୫ କୋଟି ଲୋକ ଡାଉନଲୋଡ୍‌ କରିସାରିଲେଣି। ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସହ ଲୋକଙ୍କୁ ଯୋଡ଼ିବା ପାଇ କେନ୍ଦ୍ର ସରକାର ଏହି ଆପ୍‌ ଡେଭଲପ୍‌ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story