କମଲନାଥଙ୍କ ବୈଠକକୁ ଆସିଲେନି ୪ ବିଧାୟକ

ଭୋପାଲ: ମଧ୍ୟପ୍ରଦେଶର କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଏହାପରେ ସଙ୍କଟରେ ପଡ଼ିଛି ମୁଖ୍ୟମନ୍ତ୍ରୀ କମଲ୍‌ ନାଥଙ୍କ ସରକାର। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ଏହି ସ୍ଥିତି ଉପୁଜିଛି। ଏମିତି ସ୍ଥିତିରେ କଂଗ୍ରେସ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସରକାର ଗଠନ କରିବା ନେଇ ରଣକୌଶଳ ଆରମ୍ଭ କରିଛି।  ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ବାସଭବନରେ ବିଧାୟକ ଦଳ ବୈଠକ କରିଥିଲେ। ଏଥିରେ ଦଳର ୮୮ ଜଣ ବିଧାୟକ […]

kamalnath

kamalnath

Subhransu Sekhar
  • Published: Tuesday, 10 March 2020
  • Updated: 11 March 2020, 01:34 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଏହାପରେ ସଙ୍କଟରେ ପଡ଼ିଛି ମୁଖ୍ୟମନ୍ତ୍ରୀ କମଲ୍‌ ନାଥଙ୍କ ସରକାର। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ଏହି ସ୍ଥିତି ଉପୁଜିଛି।

ଏମିତି ସ୍ଥିତିରେ କଂଗ୍ରେସ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସରକାର ଗଠନ କରିବା ନେଇ ରଣକୌଶଳ ଆରମ୍ଭ କରିଛି।  ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ବାସଭବନରେ ବିଧାୟକ ଦଳ ବୈଠକ କରିଥିଲେ। ଏଥିରେ ଦଳର ୮୮ ଜଣ ବିଧାୟକ ଯୋଗ ଦେଇଥିଲେ। ପାଖାପାଖି ୨ ଘଣ୍ଟା ଧରି ଏହି ବୈଠକ ହୋଇଥିଲା। ହେଲେ ଦଳର ୪ ଜଣ ବିଧାୟକ ଏଥିରେ ଅନୁପସ୍ଥିତ ରହିଥିଲେ। ତେଣୁ ଏମାନେ ବି ଉକ୍ତ ୨୨ ବିଧାୟକଙ୍କ ଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଏହି ବୈଠକରେ ୪ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story