ଲସ୍କର ନାଁରେ ମୁମ୍ବାଇର ୪ ହୋଟେଲକୁ ବିସ୍ଫୋରଣ ଧମକ

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଲସ୍କର-ଇ-ତାଏବା ଏବେ ଏଠାକାର ୪ଟି ବଡ଼ ହୋଟେଲକୁ ଇ-ମେଲ ଯୋଗେ ବିସ୍ଫୋରଣର ଧମକ ଦେଇଛି। ଏହି ଧମକ ପରେ ଅନ୍ତର୍ଜାତୀୟ ଏୟାରପୋର୍ଟ ସହ ଅନ୍ଧେରୀ, ଜୁହ, ସାନ୍ତାକ୍ରୁଜ ଓ ମୀରା ରୋଡ ସ୍ଥିତ ହୋଟେଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଯାଞ୍ଚ ପରେ ହୋଟେଲ ଗୁଡ଼ିକରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ ଏବଂ ଏହା କେହି କେବଳ ଭୟଭୀତ କରିବା ପାଇଁ ପଠାଇଛି ବୋଲି ପୁଲିସ୍ […]

ev

ev

Hemant Lenka
  • Published: Thursday, 20 February 2020
  • Updated: 20 February 2020, 05:50 PM IST

Sports

Latest News

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଲସ୍କର-ଇ-ତାଏବା ଏବେ ଏଠାକାର ୪ଟି ବଡ଼ ହୋଟେଲକୁ ଇ-ମେଲ ଯୋଗେ ବିସ୍ଫୋରଣର ଧମକ ଦେଇଛି। ଏହି ଧମକ ପରେ ଅନ୍ତର୍ଜାତୀୟ ଏୟାରପୋର୍ଟ ସହ ଅନ୍ଧେରୀ, ଜୁହ, ସାନ୍ତାକ୍ରୁଜ ଓ ମୀରା ରୋଡ ସ୍ଥିତ ହୋଟେଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ତେବେ ଯାଞ୍ଚ ପରେ ହୋଟେଲ ଗୁଡ଼ିକରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ ଏବଂ ଏହା କେହି କେବଳ ଭୟଭୀତ କରିବା ପାଇଁ ପଠାଇଛି ବୋଲି ପୁଲିସ୍ ଜାଣିବାକୁ ପାଇଛି।

ଧମକ ମିଳିବା ପରେ ଆତଙ୍କବାଦ ନିରୋଧ ସ୍କ୍ୱାଡ ଓ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ସେହିପରି ବୋମା ନିଷ୍କ୍ରିୟ ଓ ଠାବ କରିପାରୁ ଥିବା ଟିମ୍‌କୁ ମଧ୍ୟ ହୋଟେଲ ଗୁଡ଼ିକ ମଧ୍ୟରେ ନିୟୋଜିତ କରାଯାଇଥିଲା।

ହୋଟେଲ ଗୁଡ଼ିକ ସେମାନଙ୍କ ୱେବସାଇଟ୍‌ରେ ଦେଇଥିବା ଇ-ମେଲ ଆଇଡିର କମେଣ୍ଟ ବକ୍ସ ଜରିଆରେ ଏଭଳି ବିସ୍ଫୋରଣର ଧମକ ମିଳିଛି। ଏବେ ଏଗୁଡ଼ିକୁ କିଏ ପଠାଇଛି, ତା’କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ଉଦ୍ୟମ କରାଯାଉଛି। ସେମାନେ ୧୦୦ ବିଟକଏନ ଦେବାକୁ ମଧ୍ୟ ଇ-ମେଲରେ ଲେଖିଛନ୍ତି। ଯଦି କେହି ଏହାକୁ ଅଣଦେଖା କରିବ, ତା’ହେଲେ ହୋଟେଲରେ ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story