ମୋଦିଙ୍କ ଦିଲ୍ଲୀ କାର୍ଡ: ୪୦ ଲକ୍ଷ ବେଆଇନ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜବି ଅଧିକାର ଦେବେ। ଏଥିପାଇଁ ୧୮୦୦ କଲୋନୀ ବଛାଯାଇଥିବା କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ର ନଗର କଲ୍ୟାଣ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ଘରୋଇ […]

delhi

delhi

Subrat Kumar Nayak
  • Published: Wednesday, 23 October 2019
  • Updated: 23 October 2019, 06:03 PM IST

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜବି ଅଧିକାର ଦେବେ। ଏଥିପାଇଁ ୧୮୦୦ କଲୋନୀ ବଛାଯାଇଥିବା କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ର ନଗର କଲ୍ୟାଣ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି।

ସେ କହିଛନ୍ତି, ଏହି ଲୋକମାନେ ଘରୋଇ ଜମି ରୁହନ୍ତୁ କିମ୍ବା ସରକାରୀ ଜମିରେ, ଉଭୟ ପ୍ରକାର ବାସିନ୍ଦାଙ୍କୁ ଜମି ଅଧିକାର ଦିଆଯିବ। ଏପରିକି ଲୋକେ ଘର ନିର୍ମାଣ କରିବା ପାଇଁ ଋଣ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଦୂରଦୃଷ୍ଟି ସମ୍ପନ୍ନ, ପ୍ରଗତିଶୀଳ ଏବଂ ବୈପ୍ଲବିକ ପଦକ୍ଷେପ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପକୁ ମନ୍ତ୍ରୀ ଐତିହାସିକ ବୋଲି କହିଛନ୍ତି।

ତେବେ କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସମ୍ବୋଧନ କରୁଥିବା ୩ ମନ୍ତ୍ରୀ କହିଛନ୍ତି ଏହାର ରାଜନୀତି ବା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, “ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବନା। ଏହା ରାଜନୀତି ନୁହେଁ, ସେମାନଙ୍କୁ ପାର୍କ, ବିଦ୍ୟୁତ ଏବଂ ସେୱେର ସୁବିଧା ମିଳିବ।”

ସୂଚନାଯୋଗ୍ୟ ଯେ, ଏଭଳି ବେଆଇନ କଲୋନୀ ସବୁରେ ହଜାର ହଜାର ଲୋକ ଆଇନ ଅନୁଯାୟୀ ପାଣି ବା ବିଦ୍ୟୁତ ପାଆନ୍ତି ନାହିଁ। ସେମାନଙ୍କୁ ଜମି ଅଧିକାର ମଧ୍ୟ ମିଳିନଥିଲା। ତେବେ ଏମାନଙ୍କୁ ଏସବୁ ଅଧିକାର ଯୋଗାଇଦିଆଯିବ ବୋଲି ବହୁ ରାଜନୀତିକ ଦଳ ଦାବି କରିଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story