ଭାରତରେ ୪୧,୩୩୧ ଜଣ ପାକିସ୍ତାନୀ ରହୁଛନ୍ତି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୀତିକ ସମ୍ପର୍କ ଭଲ ନାହିଁ। ହେଲେ ଆମ ଦେଶ ଭାରତରେ ହଜାର ହଜାର ସଂଖ୍ୟାରେ ପାକିସ୍ତାନ ନାଗରିକ ରହୁଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ଭାରତରେ ୪୧,୩୩୧ ଜଣ ପାକିସ୍ତାନୀ ନାଗରିକ ଦୀର୍ଘ ଦିନରୁ ରହି ଆସୁଛନ୍ତି। ସେହିପରି ଆଫଗାନିସ୍ତାନର ୪,୧୯୩ ଜଣ ନାଗରିକ ଭାରତରେ ରହୁଛନ୍ତି। ଏମାନେ ସମସ୍ତେ ସଂଖ୍ୟାଲଘୁ ସଂପ୍ରଦାୟର। ଏହି ନାଗରିକମାନେ […]

wq

wq

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 04:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୀତିକ ସମ୍ପର୍କ ଭଲ ନାହିଁ। ହେଲେ ଆମ ଦେଶ ଭାରତରେ ହଜାର ହଜାର ସଂଖ୍ୟାରେ ପାକିସ୍ତାନ ନାଗରିକ ରହୁଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ଭାରତରେ ୪୧,୩୩୧ ଜଣ ପାକିସ୍ତାନୀ ନାଗରିକ ଦୀର୍ଘ ଦିନରୁ ରହି ଆସୁଛନ୍ତି। ସେହିପରି ଆଫଗାନିସ୍ତାନର ୪,୧୯୩ ଜଣ ନାଗରିକ ଭାରତରେ ରହୁଛନ୍ତି।

ଏମାନେ ସମସ୍ତେ ସଂଖ୍ୟାଲଘୁ ସଂପ୍ରଦାୟର। ଏହି ନାଗରିକମାନେ ଦୀର୍ଘ କାଳିନ ଭିସା(ଏଲଟିଭି) ଜରିଆରେ ଭାରତରେ ରହୁଛନ୍ତି। ଏହି ଏଲଟିଭି ଭିସା ଅନଲାଇନ୍‌ ଦ୍ୱାରା କାର୍ଯ୍ୟକାରୀ ହୁଏ। ଏହାକୁ ୨୦୧୪ରେ କାର୍ଯ୍ୟକ୍ଷମ ହୋଇଥିଲା। ୨୦୧୮ ଡିସେମ୍ବର ୩୧ ଯାଏ ଏଭଳି ତଥ୍ୟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story