ପ୍ରଚଣ୍ଡ ଖରା, ୨୪ ଘଣ୍ଟାରେ ୪୫ ଜଣଙ୍କ ମୃତ୍ୟୁ

ପାଟନା: ପ୍ରଚଣ୍ଡ ଖରାରେ ବିହାର ଆଉଟୁ ପାଉଟୁ ହେଉଛି। ସରକାରୀ ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଶତାଧିକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିହାରର ଔରାଙ୍ଗବାଦ, ଗୟା, ନଓ୍ୱଦା ଜିଲ୍ଲାରେ ଗତକାଲି ତାପମାତ୍ରା ସବୁଠୁ ଅଧିକ ରହିଥିବା ଜଣାପଡ଼ିଛି। ଔରଙ୍ଗବାଦର ଜିଲ୍ଲା ଚିକିତ୍ସାଳୟର ସିଭିଲ୍ ସର୍ଜନ ଡାକ୍ତର ସୁରେନ୍ଦ୍ର ପ୍ରସାଦ ସିଂହ କହିଛନ୍ତି ପ୍ରବଳ ଖରା କାରଣରୁ ଗତକାଲି ୨୭ ଜଣଙ୍କର ମୃତ୍ୟୁ ହୋଇଛି। […]

HEAT WAVE (1)

HEAT WAVE (1)

Subhransu Sekhar
  • Published: Sunday, 16 June 2019
  • Updated: 16 June 2019, 12:31 PM IST

Sports

Latest News

ପାଟନା: ପ୍ରଚଣ୍ଡ ଖରାରେ ବିହାର ଆଉଟୁ ପାଉଟୁ ହେଉଛି। ସରକାରୀ ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଶତାଧିକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିହାରର ଔରାଙ୍ଗବାଦ, ଗୟା, ନଓ୍ୱଦା ଜିଲ୍ଲାରେ ଗତକାଲି ତାପମାତ୍ରା ସବୁଠୁ ଅଧିକ ରହିଥିବା ଜଣାପଡ଼ିଛି।
ଔରଙ୍ଗବାଦର ଜିଲ୍ଲା ଚିକିତ୍ସାଳୟର ସିଭିଲ୍ ସର୍ଜନ ଡାକ୍ତର ସୁରେନ୍ଦ୍ର ପ୍ରସାଦ ସିଂହ କହିଛନ୍ତି ପ୍ରବଳ ଖରା କାରଣରୁ ଗତକାଲି ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଅଂଶୁଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି।
ସେହିପରି ଗୟା ଜିଲ୍ଲାର ଜିଲ୍ଲାପାଳ ଅଭିଷେକ ସିଂହ କହିଛନ୍ତି ପ୍ରବଳ ଖରା ଓ ତାପମାତ୍ରା ବଢ଼ିବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ନଓ୍ୱଦା ଜିଲ୍ଲାପାଳ କହିଛନ୍ତି ୫ ଜଣଙ୍କର ସମାନ କାରଣ ପାଇଁ ମୃତ୍ୟୁ ହୋଇଛି। ଏହି ଦୁଇ ଜିଲ୍ଲାରେ ୬୦ରୁ ଅଧିକ ଅଂଶୁଘାତର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ପ୍ରବଳ ଗରମ ସାଙ୍ଗକୁ ତାପମାତ୍ରା ବଢ଼ିଥିବାରୁ ଖରାରେ ବାହାରକୁ ନବାହାରିବା ପାଇଁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story