ଟ୍ରମ୍ପ ଆସୁଥିବାରୁ ମୋଟେରାର ୪୫ ପରିବାରକୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ

ଅହମଦାବାଦ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅହମଦାବାଦରେ ନିଜ ଟିମ୍ ସହ ଓହ୍ଲାଇବେ ଟ୍ରମ୍ପ। ଏହି ଅବସରରେ ଅହମଦାବାଦର ମୋଟେରାରେ ସେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ମୋଟେରାରେ ଥିବା ୪୫ ପରିବାରକୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅହମଦାବାଦ ନଗରପାଳିକା ଦେଇଛି। ଆଦେଶରେ ଝାଟିମାଟି ଘରେ ରହୁଥିବା ୪୫ ପରିବାରକୁ ତୁରନ୍ତୁ […]

ahmedabad

ahmedabad

Subhransu Sekhar
  • Published: Sunday, 23 February 2020
  • Updated: 23 February 2020, 06:20 PM IST

Sports

Latest News

ଅହମଦାବାଦ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅହମଦାବାଦରେ ନିଜ ଟିମ୍ ସହ ଓହ୍ଲାଇବେ ଟ୍ରମ୍ପ। ଏହି ଅବସରରେ ଅହମଦାବାଦର ମୋଟେରାରେ ସେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ମୋଟେରାରେ ଥିବା ୪୫ ପରିବାରକୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅହମଦାବାଦ ନଗରପାଳିକା ଦେଇଛି। ଆଦେଶରେ ଝାଟିମାଟି ଘରେ ରହୁଥିବା ୪୫ ପରିବାରକୁ ତୁରନ୍ତୁ ଜାଗା ଛାଡ଼ି ଯିବା ପାଇଁ କୁହାଯାଇଛି।

ଝାଟିମାଟି ଘରେ ରହୁଥିବା ପରିବାର ଲୋକ କିନ୍ତୁ ଘର ଛାଡ଼ି ଯିବେ ନାହିଁ ବୋଲି ରୋକଠୋକ କହିଛନ୍ତି। ଦୀର୍ଘ ୧୦ ବର୍ଷ ହେବ ଏହି ସ୍ଥାନରେ ସେମାନେ ରହୁଛନ୍ତି। ଯେଉଁ ପରିବାରକୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କ ମଧ୍ୟରେ ୨୦୦ ଜଣ ଲୋକ ରହିଛନ୍ତି। ତେବେ ଅହମଦାବାଦ ନଗରପାଳିକା ଟ୍ରମ୍ପଙ୍କ ଗସ୍ତ ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା କଥା କହିନାହାନ୍ତି।

ଦି କ୍ୱିଣ୍ଟର ରିପୋର୍ଟ ଅନୁଯାୟୀ ଯେଉଁ ମାନଙ୍କୁ ନୋଟିସ ପଠାଯାଇଛି ସେମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି। ପ୍ରଶାସନ ଗର୍ଭବତୀ ମହିଳାଙ୍କ କଥା କହୁଛି। ହେଲେ ଏବେ କେମିତି ହଠାତ୍ ନୋଟିସ ଦେଇ ଘର ଛାଡ଼ିବାକୁ କହୁଛି ବୋଲି ନୋଟିସ ପାଇଥିବା ଜଣେ ବ୍ୟକ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story