ଏଯାବତ ଆଇଟିବିପିର ୪୫ ଯବାନ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ଏଯାବତ ଭାରତ-ତିବ୍ବତ ସୀମାରେ ନିୟୋଜିତ ଥିବା ୪୫ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଇଟିବିପିର ଏହି ୪୫ ଯବାନ ୭୬ ଜଣ ଯବାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏବେ ଏହି ୭୬ ଜଣ ଯବାନଙ୍କୁ ଏକାନ୍ତବାସରେ ରଖାଯାଇଛି। ଆଇଟିବିପି ପକ୍ଷରୁ ଏହି ସୂଚନା ମିଳିଛି। ୪୫ ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣ ଆଇଟିବିପିର ଟିଗରୀ କ୍ୟାମ୍ପର। ଏମାନେ ସମସ୍ତେ ରାଜଧାନୀ ଦିଲ୍ଲୀର ଅନ୍ତରୀଣ ସୁରକ୍ଷାରେ ନିୟୋଜିତ ଥିଲେ। ଏଥିମଧ୍ୟରୁ ଦୁଇ ଜଣ ଯବାନଙ୍କୁ ଦିଲ୍ଲୀ ସଫଦରଜଙ୍ଗ […]

ITBP

ITBP

Subhransu Sekhar
  • Published: Wednesday, 06 May 2020
  • Updated: 06 May 2020, 08:09 AM IST

Sports

Latest News

ନୂଆଦିଲ୍ଲୀ: ଏଯାବତ ଭାରତ-ତିବ୍ବତ ସୀମାରେ ନିୟୋଜିତ ଥିବା ୪୫ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଇଟିବିପିର ଏହି ୪୫ ଯବାନ ୭୬ ଜଣ ଯବାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏବେ ଏହି ୭୬ ଜଣ ଯବାନଙ୍କୁ ଏକାନ୍ତବାସରେ ରଖାଯାଇଛି। ଆଇଟିବିପି ପକ୍ଷରୁ ଏହି ସୂଚନା ମିଳିଛି।

୪୫ ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣ ଆଇଟିବିପିର ଟିଗରୀ କ୍ୟାମ୍ପର। ଏମାନେ ସମସ୍ତେ ରାଜଧାନୀ ଦିଲ୍ଲୀର ଅନ୍ତରୀଣ ସୁରକ୍ଷାରେ ନିୟୋଜିତ ଥିଲେ। ଏଥିମଧ୍ୟରୁ ଦୁଇ ଜଣ ଯବାନଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେହିପରି ୪୧ ଜଣଙ୍କୁ ନୋଏଡା ସିଆରପିଏଫ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ ସ୍ଥିତ ରୋହିଣୀ ପୁଲିସ ସହିତ ଦୁଇ ଆଇଟିବିପି ଯବାନ ନିୟୋଜିତ ଥିଲେ। ଦୁଇ ଯବାନ କରୋନାରେ ସଂକ୍ରମିତ ହେବାପରେ ଏମ୍ସରେ ଭର୍ତ୍ତି କରାଯାଇଛି। ଏବେ ଏକାନ୍ତବାସରେ ଥିବା ୭୬ ଯବାନଙ୍କର କରୋନା ଟେଷ୍ଟ ହୋଇଛି। ରିପୋର୍ଟ ଆସିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story