ଇଦ୍‌ରେ ମୋଦି ସରକାରଙ୍କ ଉପହାର, ୫ ବର୍ଷରେ ୫ କୋଟି ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ବୃତ୍ତି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଥର ସମସ୍ତଙ୍କ ବିଶ୍ୱାସ ଜିତିବା ଉଦ୍ଦିଷ୍ଟ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଥିବାବେଳେ ଶପଥ ନେବାର କିଛି ଦିନ ମଧ୍ୟରେ ଏହି ଆଭିମୁଖ୍ୟ ସ୍ପଷ୍ଟ ହେବାରେ ଲାଗିଛି। ଖାସ୍‌ ସଂଖ୍ୟାଲଘୁଙ୍କ ପାଇଁ ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି। ଆଗାମୀ ୫ ବର୍ଷରେ ୫ କୋଟି ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ସହ ୨୫ ଲକ୍ଷ ଯୁବକ ଯୁବତୀଙ୍କୁ ଟେକ୍ନିକାଲ ଦୃଷ୍ଟିରୁ କୁଶଳୀ କରାଯିବ। ସଂଖ୍ୟାଲଘୁ ବର୍ଗର […]

muktar

muktar

Subrat Kumar Nayak
  • Published: Wednesday, 05 June 2019
  • Updated: 05 June 2019, 04:57 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଥର ସମସ୍ତଙ୍କ ବିଶ୍ୱାସ ଜିତିବା ଉଦ୍ଦିଷ୍ଟ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଥିବାବେଳେ ଶପଥ ନେବାର କିଛି ଦିନ ମଧ୍ୟରେ ଏହି ଆଭିମୁଖ୍ୟ ସ୍ପଷ୍ଟ ହେବାରେ ଲାଗିଛି। ଖାସ୍‌ ସଂଖ୍ୟାଲଘୁଙ୍କ ପାଇଁ ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି। ଆଗାମୀ ୫ ବର୍ଷରେ ୫ କୋଟି ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ସହ ୨୫ ଲକ୍ଷ ଯୁବକ ଯୁବତୀଙ୍କୁ ଟେକ୍ନିକାଲ ଦୃଷ୍ଟିରୁ କୁଶଳୀ କରାଯିବ।

ସଂଖ୍ୟାଲଘୁ ବର୍ଗର ଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପାଇଁ ‘ପଢ଼ୋ ବଢ଼ୋ’ ଅଭିଯାନ ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁଖ୍‌ତାର ଅବ୍ବାସ୍‌ ନକ୍‌ଭୀ ଏହି ମନ୍ତ୍ରଣାଳୟ ପାଇଁ ୩ଇ (ଏଜୁକେସନ୍‌, ଏମ୍ପ୍ଲୟମେଣ୍ଟ ଏବଂ ଏମ୍‌ପାୱାରମେଣ୍ଟ)ର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି। ସେ ଦାୟିତ୍ୱ ନେବାପରେ ହିଁ ସ୍ପଷ୍ଟ କହିଥିଲେ, ଆମକୁ ଏବେ ବିକାଶର ଗାଡ଼ିକୁ ବିଶ୍ୱାସର ହାଇୱେ ଆଡ଼କୁ ନେବାକୁ ହେବ।

ସେ ଆହୁରି ମଧ୍ୟ କହିଥିଲେ, ଶିକ୍ଷା, ରୋଜଗାର ଏବଂ ସଶକ୍ତିକରଣ ଦ୍ୱାରା ହିଁ ସଂଖ୍ୟାଲଘୁ ମନ୍ତ୍ରଣାଳୟର ସାମାଜିକ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିପାରିବ। ଯେଉଁ ୫ କୋଟି ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବ, ସେମାନଙ୍କ ମଧ୍ୟରୁ ଅଧା କେବଳ ଛାତ୍ରୀମାନଙ୍କୁ ମିଳିବା ନେଇ ଗୁରୁତ୍ୱ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story