କରୋନା: ଘରୁ କାମ କରିବେ ଟୁଇଟରର ୫ ହଜାର କର୍ମଚାରୀ

ଓ୍ୱାଶିଂଟନ: ସାରା ଦେଶରେ କରୋନା ଭାଇରସ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଆମେରିକାର ସୋଶାଲ ମିଡିଆ କମ୍ପାନୀ ଟୁଇଟର ନିଜର ବିଶ୍ୱବ୍ୟାପୀ ୫ ହଜାର କର୍ମଚାରୀଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି। ଘରୁ ରହି କାମ କରିବା ପାଇଁ ବିଜ୍ଞପ୍ତି ଜରିଆରେ କହିଛି ଟୁଇଟର। ହଂକଂ, ଜାପାନ ଏବଂ ଦକ୍ଷିଣ କରୋଆରେ ରହୁଥିବା କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ବାଧ୍ୟତାମୂଳକ ହୋଇଛି। ଯଦି କର୍ମଚାରୀ ଚାହାଁବି ତାହେଲେ ସେମାନେ ଅଫିସକୁ ଆସିପାରିବେ କିମ୍ବା ଘରୁ କାମ […]

twitter

twitter

Subhransu Sekhar
  • Published: Tuesday, 03 March 2020
  • Updated: 03 March 2020, 05:38 PM IST

Sports

Latest News

ଓ୍ୱାଶିଂଟନ: ସାରା ଦେଶରେ କରୋନା ଭାଇରସ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଆମେରିକାର ସୋଶାଲ ମିଡିଆ କମ୍ପାନୀ ଟୁଇଟର ନିଜର ବିଶ୍ୱବ୍ୟାପୀ ୫ ହଜାର କର୍ମଚାରୀଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି। ଘରୁ ରହି କାମ କରିବା ପାଇଁ ବିଜ୍ଞପ୍ତି ଜରିଆରେ କହିଛି ଟୁଇଟର। ହଂକଂ, ଜାପାନ ଏବଂ ଦକ୍ଷିଣ କରୋଆରେ ରହୁଥିବା କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ବାଧ୍ୟତାମୂଳକ ହୋଇଛି। ଯଦି କର୍ମଚାରୀ ଚାହାଁବି ତାହେଲେ ସେମାନେ ଅଫିସକୁ ଆସିପାରିବେ କିମ୍ବା ଘରୁ କାମ କରିପାରିବେ ବୋଲି ଟୁଇଟର ପକ୍ଷରୁ କୁହାଯାଇଛି।

ଟୁଇଟର ନିଜର ବ୍ଲଗ ଜରିଆରେ ନିଜର କର୍ମଚାରୀଙ୍କ ଉଦ୍ଦେଶ୍ୟରେ କହିଛି, ଆମେରିକାରେ କମ୍ପାନୀର କାର୍ଯ୍ୟାଳୟ ରହିଛି। ଆମେରିକାରେ ରହୁଥିବା କର୍ମଚାରୀ କିନ୍ତୁ ଅଫିସକୁ ଆସି ଚାହିଁଲେ କାମ କରିପାରିବେ।

ଅନ୍ୟପଟେ ବିଶ୍ୱର ସର୍ବବୃହତ ଟେକ୍ ଇଭେଣ୍ଟ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ ୨୦୨୦ (MWC 2020) କରୋନା ଭାଇରସ୍ କାରଣରୁ ବାତିଲ ହୋଇଛି ଢ ଏହା ବ୍ୟତୀତ, ଫେସବୁକ କରୋନା କାରଣରୁ ବାର୍ଷିକ ଇଭେଣ୍ଟ ଡେଭଲପର୍ ସମ୍ମିଳନୀ F୮ କୁ ମଧ୍ୟ ବାତିଲ କରିଦେଇଛି। କେବଳ ଏତିକି ନୁହେଁ, କରୋନା ଭାଇରସ୍ କାରଣରୁ ଗୁଗୁଲ ଚାଇନାରେ ଥିବା ସମସ୍ତ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦେଇଛି ଏବଂ ଆପଲ୍ ତିଆରି କରୁଥିବା ଆଇଫୋନ୍ ମଧ୍ୟ କିଛି ସମୟ ପାଇଁ ସେଠାରେ ଥିବା ସମସ୍ତ ଷ୍ଟୋରକୁ ବନ୍ଦ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story