୫୦୦୦ ବର୍ଷ ତଳେ ‘କରୋନା’ ଭଳି ସଂକ୍ରମଣର ଆକଳନ କରିଥିଲା ଚରକ ସଂହିତା!

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରକୁ ଭାରତର ଶ୍ରେଷ୍ଠ ଅବଦାନ କୁହାଯାଉଥିବା ଚରକ ସଂହିତାରେ ରହିଛି କରୋନା ଭଳି ଲକ୍ଷଣ ଥିବା ଏକ ମହାମାରୀ ବାବଦରେ ବର୍ଣ୍ଣନା। ୫୦୦୦ ବର୍ଷତଳର ଗ୍ରନ୍ଥରେ ଏଭଳି ତଥ୍ୟ ରହିଥିବା ଆୟୁଶକ୍ତିର ସିଏମ୍‌ଡି ଡକ୍ଟର ସ୍ମିତା ନରମ୍‌ କହିଛନ୍ତି। ସେ କହିଛନ୍ତି, ‘କୃମି’ ନାମରେ ଏକ ଅଧ୍ୟାୟରେ କିଛି ସଂକ୍ରମଣ ବାବଦରେ କୁହାଯାଇଛି ଯାହାକି ଠିକ୍‌ କରୋନା ଭଳି। କୃମି ଅଧ୍ୟାୟରେ ଶ୍ଲେଷମା କୃମି ବାବଦରେ କୁହାଯାଇଛି ଯାହାକି ଖାଲି ଆଖିକୁ ଦେଖାଯିବନି। ଏହାର […]

Corona

Corona

Subrat Kumar Nayak
  • Published: Saturday, 18 April 2020
  • Updated: 18 April 2020, 06:35 PM IST

Sports

Latest News

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରକୁ ଭାରତର ଶ୍ରେଷ୍ଠ ଅବଦାନ କୁହାଯାଉଥିବା ଚରକ ସଂହିତାରେ ରହିଛି କରୋନା ଭଳି ଲକ୍ଷଣ ଥିବା ଏକ ମହାମାରୀ ବାବଦରେ ବର୍ଣ୍ଣନା। ୫୦୦୦ ବର୍ଷତଳର ଗ୍ରନ୍ଥରେ ଏଭଳି ତଥ୍ୟ ରହିଥିବା ଆୟୁଶକ୍ତିର ସିଏମ୍‌ଡି ଡକ୍ଟର ସ୍ମିତା ନରମ୍‌ କହିଛନ୍ତି। ସେ କହିଛନ୍ତି, ‘କୃମି’ ନାମରେ ଏକ ଅଧ୍ୟାୟରେ କିଛି ସଂକ୍ରମଣ ବାବଦରେ କୁହାଯାଇଛି ଯାହାକି ଠିକ୍‌ କରୋନା ଭଳି।

କୃମି ଅଧ୍ୟାୟରେ ଶ୍ଲେଷମା କୃମି ବାବଦରେ କୁହାଯାଇଛି ଯାହାକି ଖାଲି ଆଖିକୁ ଦେଖାଯିବନି। ଏହାର ଆକାର ମହା ସୂକ୍ଷ୍ମ ବା ଏତେ କ୍ଷୁଦ୍ର ଯେ ସ୍ୱତନ୍ତ୍ର ଉପକରଣ ବିନା ଏହାକୁ ଦେଖି ହେବନି ବୋଲି ଏଥିରେ କୁହାଯାଇଛି। ସ୍ମିତା ଏହି ବିଷୟରେ କହିଛନ୍ତି, “ମୁଁ ଏହି ଗ୍ରନ୍ଥରେ ଏହି ବର୍ଣ୍ଣନା ପାଇ ଆଶ୍ଚର୍ଯ୍ୟ ହୋଇଥିଲି। ଏହା ଅବିଶ୍ୱସନୀୟ ଥିଲା।”

ଏତିରେ ବର୍ଣ୍ଣନା କରାଯାଇଛି, ଏହି କୃମି କିଭଳି ମନୁଷ୍ୟର ଶ୍ୱାସ ପ୍ରଶ୍ୱାସକୁ ପ୍ରଭାବିତ କରିବ। ଏହାର ଆକ୍ରାର ମଧ୍ୟ ଗୋଲାକାର ଏବଂ କିଛି ଏପରି ବର୍ଣ୍ଣନା କାରାଯାଇଛି ଯାହାକି ବର୍ତ୍ତମାନର କରୋନା ସହ ମେଳ ଖାଉଛି। ଏଥିରେ କୁହାଯାଇଛି, ଶ୍ଲେଷମା କୃମି ଶ୍ୱାସକ୍ରିୟାକୁ ପ୍ରଭାବିତ କରିବା ସହ କଫ ସୃଷ୍ଟି କରାଇବ। ଶ୍ୱାସରୁଦ୍ଧ କରାଇ ମୃତ୍ୟୁର କାରଣ ପାଲଟିବ।

ଏଥିରେ କିଛି ପ୍ରତିକାର ଏବଂ କିଭଳି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା ଏହାର ମୁକାବିଲା କରାଯାଇ ପାରିବ ସେ ବାବଦରେ ବର୍ଣ୍ଣନା କରାଯାଇଛି। ଏଥିରେ କୁହାଯାଇଛି ଏହି କୃମିକୁ ଶକ୍ତି ଯୋଗାଇବା ଭଳି କିଛି ଖାଦ୍ୟ ଖାଅନାହିଁ। ଅର୍ଥାତ କଫ ସୃଷ୍ଟି କରିବା ଭଳି ଖାଦ୍ୟରୁ ଦୂରେଇ ରହିବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଡାକ୍ତରଙ୍କ ସହ ପରାମର୍ଶ କରି ରୋଗପ୍ରତିରୋଧକ ଶକ୍ତି ବର୍ଦ୍ଧନକାରୀ ଖାଦ୍ୟ ଖାଇବାକୁ ପୂର୍ବରୁ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story