ଭାରତୀୟ ସେନା ଗୁଳିରେ ୭ ପାକିସ୍ତାନୀ ଯବାନ ମୃତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେଖାରେ ଲଗାତାର ସଂଘର୍ଷ ଜାରି ରହିଛି। ରବିବାର ବିଳମ୍ବିତ ରାତିରେ ସୀମାରେ ହୋଇଥିବା ଗୁଳି ବିନିମୟରେ ପାକିସ୍ତାନର ୭ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଖବର ପାକିସ୍ତାନ ସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ପିଓକେରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ପରଠାରୁ ପାକିସ୍ତାନ ତରଫରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛି। ଗତକାଲି ଏଲଓସିର ବିମ୍ବର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ପ୍ରବଳ ଗୁଳିମାଡ଼ କରାଯାଇଥିଲା। ସମାନ ଧରଣର ଅସ୍ତ୍ରରେ ଏହାର ଦୃଢ ଜବାବ ଭାରତୀୟ […]

jammu-1_ge_300916

jammu-1_ge_300916

Rakesh Mallick
  • Published: Monday, 14 November 2016
  • Updated: 14 November 2016, 04:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେଖାରେ ଲଗାତାର ସଂଘର୍ଷ ଜାରି ରହିଛି। ରବିବାର ବିଳମ୍ବିତ ରାତିରେ ସୀମାରେ ହୋଇଥିବା ଗୁଳି ବିନିମୟରେ ପାକିସ୍ତାନର ୭ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଖବର ପାକିସ୍ତାନ ସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।

ପିଓକେରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ପରଠାରୁ ପାକିସ୍ତାନ ତରଫରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛି। ଗତକାଲି ଏଲଓସିର ବିମ୍ବର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ପ୍ରବଳ ଗୁଳିମାଡ଼ କରାଯାଇଥିଲା। ସମାନ ଧରଣର ଅସ୍ତ୍ରରେ ଏହାର ଦୃଢ ଜବାବ ଭାରତୀୟ ସେନା ଦେଇଥିଲା। ଏଥିରେ ପାକିସ୍ତାନ ସେନାର ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story