ନୋଏଡା: କରୋନା ଭାଇରସ ଛୋଟ ପିଲା ଓ ୬୫ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଘାତକ। ହେଲେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଉତ୍ତର ପ୍ରଦେଶ ଅନ୍ତର୍ଗତ ଗୌତମ ବୁଦ୍ଧ ନଗରର ଜଣେ ୯୪ ବର୍ଷୀୟ। ଦୃଢ଼ ଆତ୍ମବିଶ୍ୱାସ ଓ ସାହସ ବଳରେ ୯୪ ବର୍ଷୀୟ ବୃଦ୍ଧ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି।
୯୪ ବର୍ଷୀୟ କରୋନାକୁ ମାତ ଦେଇ ସୁସ୍ଥ ହେବା ପରେ ସେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ରବିବାର ସେ ସୁସ୍ଥ ହୋଇଥିଲେ। ଆଜି ଜିଲ୍ଲା ମାଜିଷ୍ଟ୍ରେଟ ବୃଦ୍ଧଙ୍କ ସାହାସକୁ ପ୍ରଶଂସା କରିଛନ୍ତି। ମାଜିଷ୍ଟ୍ରେଟ ସୁହାସ ଲାଲିନାକେରେ ୟଥିରାଜ କହିଛନ୍ତି, “ସାର, ଆପଣ ଆମକୁ ଅଧିରୁ ଅଧିକ କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଛନ୍ତି। ଆପଣଙ୍କ ଜୀବନ ଦୀର୍ଘ ମୟ ଓ ସୁସ୍ଥ ମୟ ହେଉ।”
ଏହି ବ୍ୟକ୍ତି ଜଣଙ୍କ ଶରଦାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ୯୪ ବର୍ଷୀୟ ବୃଦ୍ଧଙ୍କ ସହ ଆଉ ୧୦ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।