ବିଜେପି ପାଇଁ ପ୍ରଚାର କରୁଥିବା କୁକୁର ଅଟକ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ୪ର୍ଥ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ଅନ୍ୟପଟେ ଏକ ଅଜବ ଘଟଣା ଘଟିଛି। ବିଜେପି ପାଇଁ ପ୍ରଚାର କରୁଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍‌ ଗୋଟିଏ କୁକୁରକୁ ଅଟକ ରଖିଛି। ଏହି କୁକୁର ଦେହରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟିକର୍‌ ଥିବାରୁ ତାକୁ ଅଟକ ରଖାଯାଇଛି। ଏଥିସହ ଏହି କୁକୁରର ମାଲିକଙ୍କୁ ମଧ୍ୟ ନନ୍ଦୁରବାର ପୁଲିସ୍‌ ଅଟକ ରଖିଛି। ଏଠାରେ ଆଜି ଭୋଟିଂ ଚାଲିଥିବା ବେଳେ କୁକୁରଟି ସେହି ବାଟେ ବୁଲିବାରୁ […]

yyy

yyy

Hemant Lenka
  • Published: Monday, 29 April 2019
  • Updated: 29 April 2019, 06:49 PM IST

Sports

Latest News

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ୪ର୍ଥ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ଅନ୍ୟପଟେ ଏକ ଅଜବ ଘଟଣା ଘଟିଛି। ବିଜେପି ପାଇଁ ପ୍ରଚାର କରୁଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍‌ ଗୋଟିଏ କୁକୁରକୁ ଅଟକ ରଖିଛି। ଏହି କୁକୁର ଦେହରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟିକର୍‌ ଥିବାରୁ ତାକୁ ଅଟକ ରଖାଯାଇଛି। ଏଥିସହ ଏହି କୁକୁରର ମାଲିକଙ୍କୁ ମଧ୍ୟ ନନ୍ଦୁରବାର ପୁଲିସ୍‌ ଅଟକ ରଖିଛି। ଏଠାରେ ଆଜି ଭୋଟିଂ ଚାଲିଥିବା ବେଳେ କୁକୁରଟି ସେହି ବାଟେ ବୁଲିବାରୁ ପୁଲିସ୍‌ ତାକୁ ଅଟକ ରଖିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, କୁକୁରଟି ତା’ର ମାଷ୍ଟର ଏକନାଥ ମୋତିରାମ(୬୫) ସହ ସହରର ସାରା ବୁଲୁଥିଲା। ଏହି ସମୟରେ କୁକୁର ସହ ଏକନାଥଙ୍କୁ ଅନ୍ଧେରୀ ହସ୍ପିଟାଲ୍‌ ନିକଟରୁ ଥାନାକୁ ଅଣାଯାଇଛି। କୁକୁରର ସମଗ୍ର ଶରୀରରେ ବିଜେପିର ଚିହ୍ନ ଏବଂ ମୋଦିଙ୍କ ଫଟୋ ସହ 'ମୋଦି ଲାଓ ଏବଂ ଦେଶ ବଚାଓ' ସ୍ଲୋଗାନ ଲେଖାଯାଇଛି।

ଭୋଟିଂ ଚାଲିଥିବା ଅଞ୍ଚଳରେ କୁକୁରଟି ବୁଲୁଥିବାର ଖବର ମିଳିବା ପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଶେଷରେ ପୁଲିସ୍‌ କୁକୁର ସହ ମାଷ୍ଟରଙ୍କୁ ଉଠାଇନେଇଛି। ପୁଲିସ୍‌ ଏକନାଥଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ କୁକୁରଟିକୁ ମ୍ୟୁନିସିପାଲିଟି ହେପାଜତରେ ଛାଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story