ବିକ୍ରି ପାଇଁ ଯାଉଥିବା ସିଂହ ଛୁଆ, ୩ ବିରଳ ନୀଳଗିରି ହନୁ ମାଙ୍କଡ଼ ଉଦ୍ଧାର

କୋଲକାତା: କୋଲକତାଠାରେ ବେଲଘରିଆ ଏକ୍ସପ୍ରେସ୍ ୱେରୁ ବିକ୍ରି ହେବାକୁ ଯାଉଥିବା ଗୋଟିଏ ସିଂହ ଶାବକ ଏବଂ ୩ଟି ନୀଳଗିରି ହନୁ ମାଙ୍କଡ଼ ଉଦ୍ଧାର କରାଯାଇଛି। ଭୋର ସମୟରେ ଏହି ବିରଳ ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି। ଗୁଇନ୍ଦା ବିଭାଗର ସୂଚନା ଆଧାରରେ ବନ୍ୟଜନ୍ତୁ ଅପରାଧିକ ଶାଖା, ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ୟୁନିଟ୍‌ ଏବଂ ପଶ୍ଚିମବଙ୍ଗ ବନ ବିଭାଗ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ସେମାନେ ଏକ ସ୍କର୍ପିଓ ଗାଡ଼ିର ପିଛା କରିଥିଲେ ଏବଂ ଶେଷରେ ସ୍ଥାନୀୟ ଏକ କେନ୍ଦ୍ରୀୟ […]

WILD

WILD

Subrat Kumar Nayak
  • Published: Sunday, 02 June 2019
  • Updated: 02 June 2019, 03:27 PM IST

କୋଲକାତା: କୋଲକତାଠାରେ ବେଲଘରିଆ ଏକ୍ସପ୍ରେସ୍ ୱେରୁ ବିକ୍ରି ହେବାକୁ ଯାଉଥିବା ଗୋଟିଏ ସିଂହ ଶାବକ ଏବଂ ୩ଟି ନୀଳଗିରି ହନୁ ମାଙ୍କଡ଼ ଉଦ୍ଧାର କରାଯାଇଛି। ଭୋର ସମୟରେ ଏହି ବିରଳ ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି। ଗୁଇନ୍ଦା ବିଭାଗର ସୂଚନା ଆଧାରରେ ବନ୍ୟଜନ୍ତୁ ଅପରାଧିକ ଶାଖା, ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ୟୁନିଟ୍‌ ଏବଂ ପଶ୍ଚିମବଙ୍ଗ ବନ ବିଭାଗ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ସେମାନେ ଏକ ସ୍କର୍ପିଓ ଗାଡ଼ିର ପିଛା କରିଥିଲେ ଏବଂ ଶେଷରେ ସ୍ଥାନୀୟ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ସ୍ମଗଲରମାନଙ୍କୁ ଧରିବାରେ ସଫଳ ହୋଇଥିଲେ।ସେହି ତିନି ଅପରାଧୀଙ୍କ ନାମ ୱାସିମ୍‌ ରହମାନ୍‌, ୱାଜିଦ୍‌ ଅଲ୍ଲୀ ଏବଂ ମହମ୍ମଦ ଗୁଲାମ ଗୌସ୍‌ ବୋଲି ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ବିରଳ ଜନ୍ତୁଙ୍କୁ ବାଂଲାଦେଶରୁ ମୁମ୍ବାଇ ନିଆଯାଉଥିଲା। ପଚରାଉଚରା ସମୟରେ ଜଣାପଡ଼ିଛି ସେମାନେ ଧୁଲାଗଡ଼ ଚେକ୍‌ପୋଷ୍ଟରେ ଏହିଁ ଜନ୍ତୁଙ୍କୁ ଆଉ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାର ଥିଲା।

ଉଦ୍ଧାର ହୋଇଥିବା ଜନ୍ତୁଙ୍କୁ ଅସ୍ଥାୟୀ ଭାବରେ ସଲ୍ଟ ଲେକ୍‌ସ୍ଥିତ ଉଦ୍ଧାର କେନ୍ଦ୍ରକୁ ପଠାଇଦିଆଯାଇଛି। ଏହାପରେ ସେମାନଙ୍କୁ ଚିଡ଼ିଆଖାନାକୁ ପଠାଇଦିଆଯିବ। ନୀଳଗିରି ହନୁ ମାଙ୍କଡ଼ ବିରଳ ପ୍ରଜାତିର ମାଙ୍କଡ଼ ଯେଉଁମାନେ କେବଳ ଏସିଆ ମହାଦେଶର କିଛି ଅଞ୍ଚଳରେ ଦେଖାଯାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story