ଗୁଣ୍ଟୁର: ୫୦ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ କର୍ଲଭଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଘଟଣାଟି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର୍ ଜିଲ୍ଲାରେ ଘଟିଛି।
ଦୁର୍ଘଟଣା ସମୟରେ ବସ୍ର ଡ୍ରାଇଭର୍ ମଦ ପିଇ ଗାଡି ଚଲାଉଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି। ପିଲାମାନଙ୍କୁ ବସ୍ରୁ ବାହାର କରାଯାଇ ନିକଟସ୍ଥ ମେଡିକାଲକୁ ପଠା ଯାଉଛି। ସ୍କୁଲ ବ୍ୟାଗ୍ ଓ ଟିଫନ୍ ବକ୍ସ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଗୋଟିଏ ମରାଠୀ ଗୀତ ଯୋଗୁ କାହିଁକି ପତ୍ନୀଙ୍କୁ ହତ୍ୟା କରିଥିଲେ ରାକେଶ?
ରାକେଶ ନିଜ ଆଡ଼ୁ ଗୌରୀଙ୍କ ଭାଇଙ୍କୁ ଫୋନ କରି ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ରାକେଶଙ୍କୁ ପୁଲିସ୍ ଏପ୍ରିଲ ୨ରେ ଗିରଫ କରିଥିଲା।

National
ଏୟାର ଫୋର୍ସ ଇଞ୍ଜିନିୟରଙ୍କ ମୃତ୍ୟୁ: ଲୁଟ ପାଇଁ ହତ୍ୟା ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର?
ଗୁଳି ମାଡ଼ର ଶବ୍ଦ ଯେମିତି କେହି ଶୁଣି ନ ପାରିବେ, ସେଥିପାଇଁ ହତ୍ୟାକାରୀ ପିସ୍ତଲରେ ସାଇଲେନ୍ସର ଲଗାଇଥିଲା। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲା।

National
ପତ୍ନୀ ଜୀବିତ, ହେଲେ କାହିଁକି ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଯିବାକୁ ପଡ଼ିଥିଲା ଜେଲ?
ପୁଲିସ୍ ବେଟ୍ଟାଦାରାପୁରା ଠାବ କରିଥିବା କଙ୍କାଳ କାହାର? କାହିଁକି ପୁଲିସ୍ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ଚାର୍ଜଶିଟ ଦାଖଲ କରିଥିଲା?

National
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲ କେମିତି ସର୍ବସ୍ୱ ହରାଇଲେ?
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ବ୍ଲାକମେଲ କରାଯାଇଛି। ତାଙ୍କୁ ମାଡ଼ ମାରି ଜଣେ ମହିଳା ଓ ତାଙ୍କ ସହଯୋଗୀ ମଥୁରାରେ ଲୁଟ କରିଛନ୍ତି।

Guest Column
ୱାକଫ୍ ଦକ୍ଷତା ବଢ଼ିବାରେ ମୁସ୍ଲିମ୍ ଭୟଭୀତ କାହିଁକି?
ଏହା କେହି ବି ଅସ୍ୱୀକାର କରିବେ ନାହିଁ ଯେ, ୱାକଫ୍ ପରିଚାଳନାରେ ଦୁର୍ବଳତା ଯୋଗୁ ୱାକଫ୍ ସଂପତ୍ତିଗୁଡ଼ିକ ଠିକଣା ବିନିଯୋଗ ହୋଇପାରୁନାହିଁ। ହେଲେ ମୋଦୀ ସରକାର ୱାକଫ୍ ଆଇନର ସଂଶୋଧନ ପାଇଁ ଏଥର ଆଣିଥିବା ସଂଶୋଧନ ପ୍ରସ୍ତାବ ବିରୋଧରେ ସାରା ଦେଶର ମୁସ୍ଲିମ୍ ସମାଜ ଭୟଭୀତ ହୋଇଯାଇଛନ୍ତି।