ଆମୀର ଖାନ୍‌ଙ୍କ ଏକାଧିକ କର୍ମଚାରୀଙ୍କୁ କରୋନା, ମା’ଙ୍କ କୋଭିଡ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ: ବଲିଉଡ ଷ୍ଟାର ଆମୀର ଖାନ୍‌ଙ୍କ ଘରେ ପଶିଛି ମହାମାରୀ କରୋନା ଭାଇରସ। ଆମୀରଙ୍କ ପାଇଁ କାମ କରୁଥିବା କିଛି କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଆମୀର ଖାନ୍‌ ନିଜେ ସୂଚନା ଦେଇଛନ୍ତି। ଏପରି କି ଏବେ ତାଙ୍କ ମା’ଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି। ଆମୀର କହିଛନ୍ତି, “ମୋର କିଛି କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ କରାଯାଇଥିବା ବେଳେ ବିଏମସି […]

a

a

Hemant Lenka
  • Published: Tuesday, 30 June 2020
  • Updated: 30 June 2020, 01:41 PM IST

Sports

Latest News

ମୁମ୍ବାଇ: ବଲିଉଡ ଷ୍ଟାର ଆମୀର ଖାନ୍‌ଙ୍କ ଘରେ ପଶିଛି ମହାମାରୀ କରୋନା ଭାଇରସ। ଆମୀରଙ୍କ ପାଇଁ କାମ କରୁଥିବା କିଛି କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଆମୀର ଖାନ୍‌ ନିଜେ ସୂଚନା ଦେଇଛନ୍ତି। ଏପରି କି ଏବେ ତାଙ୍କ ମା’ଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି।

ଆମୀର କହିଛନ୍ତି, “ମୋର କିଛି କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ କରାଯାଇଥିବା ବେଳେ ବିଏମସି ପକ୍ଷରୁ ସେମାନଙ୍କୁ ସବୁ ପ୍ରକାରର ମେଡିକାଲ ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ବିଏମସି ତାଙ୍କର ଉପଯୁକ୍ତ ଯତ୍ନ ନେଉଥିବାରୁ ମୁଁ ସଂସ୍ଥାକୁ ବହୁତ ଧନ୍ୟବାଦ ଜଣାଉଛି।”

ଆମୀରଙ୍କ କିଛି କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ହେଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ଆମୀରଙ୍କ ମା’ ଜୀନତ ହୁସେନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆମୀର କହିଛନ୍ତି, ଆମ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି। ଏବେ ମୋ ମା’ଙ୍କ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ। ସମସ୍ତେ ପ୍ରାର୍ଥନା କରନ୍ତୁ ଯେ ତାଙ୍କ ରିପୋର୍ଟ ନେଗେଟିଭ ଆସୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story