ହିଂସାରେ ଆପ୍ ନେତାଙ୍କ ସଂପୃକ୍ତି ଅଭିଯୋଗ, ମୁହଁ ଖୋଲିଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ବଢ଼ୁଛି ଶାସକ ଦଳ ଆମ୍ ଆଦମୀ ପାର୍ଟି ପାଇଁ ଅଡ଼ୁଆ। ପ୍ରଥମେ ଉତ୍ତର ପୂର୍ବର କାଉନସିଲର ତଥା ଆପ୍ ନେତା ତାହିର ହୁସେନଙ୍କ ଘରର ଛାତରୁ ପେଟ୍ରୋଲ ବୋମା, ପଥର ଦେଖିବାକୁ ମିଳିଥିଲା। ଏହାପରେ ଚାନ୍ଦବାଗରେ ହୋଇଥିବା ହିଂସା ବେଳର ଏକ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ତାହିର ହୁସେନ ରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କେଜ୍ରିଓ୍ୱାଲ ସରକାରକୁ ଘେରିଛନ୍ତି ରାଜନୀତିକ ଦଳ। ଏହାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ […]

TAHIR HUSSAIN KEJRIWAL

TAHIR HUSSAIN KEJRIWAL

Subhransu Sekhar
  • Published: Thursday, 27 February 2020
  • Updated: 27 February 2020, 05:43 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ବଢ଼ୁଛି ଶାସକ ଦଳ ଆମ୍ ଆଦମୀ ପାର୍ଟି ପାଇଁ ଅଡ଼ୁଆ। ପ୍ରଥମେ ଉତ୍ତର ପୂର୍ବର କାଉନସିଲର ତଥା ଆପ୍ ନେତା ତାହିର ହୁସେନଙ୍କ ଘରର ଛାତରୁ ପେଟ୍ରୋଲ ବୋମା, ପଥର ଦେଖିବାକୁ ମିଳିଥିଲା। ଏହାପରେ ଚାନ୍ଦବାଗରେ ହୋଇଥିବା ହିଂସା ବେଳର ଏକ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ତାହିର ହୁସେନ ରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କେଜ୍ରିଓ୍ୱାଲ ସରକାରକୁ ଘେରିଛନ୍ତି ରାଜନୀତିକ ଦଳ। ଏହାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ଯଦି ହିଂସାରେ ତାଙ୍କ ଦଳର କୌଣସି ନେକା ସାମିଲ୍ ଥିବାର ପ୍ରମାଣ ମିଳିବ ତା’ହେଲେ ଦୁଇ ଗୁଣା ଦଣ୍ଡ ଦେବା ଦରକାର।

ଏହାସହିତ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିଓ୍ୱାଲ। ତାହିରଙ୍କ ବାବଦରେ ଗଣମାଧ୍ୟମ ପ୍ରତିନିଧି କେଜ୍ରିଓ୍ୱାଲଙ୍କୁ ପ୍ରଶ୍ନ ପଚାରିଥିଲେ, ସେ ତାଙ୍କ ନାଁ ନନେଇ କହିଥିଲେ, ଯଦି କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଦିଲ୍ଲୀ ହିଂସା ଏବେ ଜାତୀୟ ପ୍ରସଙ୍ଗ ହୋଇଛି। ଏହାକୁ ନେଇ ରାଜନୀତି ନହେବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ରାତିରୁ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ତାହିର ତାଙ୍କ ଛାତ ଉପରେ ଛିଡ଼ା ହୋଇ ହିଂସାକାରୀଙ୍କ ସହ ଲୁହା ରଡ଼ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ତାହିରଙ୍କ ଘର ସାମ୍ନାରେ ଥିବା ଲୋକମାନେ ରେକର୍ଡିଂ କରିଥିଲେ ବୋଲି କୁହାଯାଉଛି। ଭିଡିଓରେ ମାଡ଼ ପିଟର ଶବ୍ଦ ମଧ୍ୟ ଶୁଣାଯାଉଥିବା ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story