ଲକଡାଉନ ୩.୦: ମେ’ ୧୭ ଯାଏ କ’ଣ ସବୁ ବନ୍ଦ ରହିବ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଅର୍ଥାତ ମେ’ ୪ରୁ ମେ’ ୧୭ ଯାଏ ଲକଡାଉନ ଦେଶରେ ବଳବତ୍ତର ରହିବ। ଏହି ସମୟରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ କିଛି କଟକଣା କୋହଳ କରାଯାଇଛି। କିନ୍ତୁ ୧୭ ଯାଏ ସମଗ୍ର ଦେଶରେ କେଉଁ ସବୁ ସେବା କୌଣସି ବି ଜୋନରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ, ଆସନ୍ତୁ ଜାଣିବା। ୧-ବିମାନ ଉଡ଼ି ପାରିବ […]

dxsa

dxsa

Hemant Lenka
  • Published: Friday, 01 May 2020
  • Updated: 01 May 2020, 09:28 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଅର୍ଥାତ ମେ’ ୪ରୁ ମେ’ ୧୭ ଯାଏ ଲକଡାଉନ ଦେଶରେ ବଳବତ୍ତର ରହିବ।

ଏହି ସମୟରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ କିଛି କଟକଣା କୋହଳ କରାଯାଇଛି। କିନ୍ତୁ ୧୭ ଯାଏ ସମଗ୍ର ଦେଶରେ କେଉଁ ସବୁ ସେବା କୌଣସି ବି ଜୋନରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ, ଆସନ୍ତୁ ଜାଣିବା।

୧-ବିମାନ ଉଡ଼ି ପାରିବ ନାହିଁ।

୨-କେବଳ ପ୍ରବାସୀମାନଙ୍କୁ ଆଣୁଥିବା ଟ୍ରେନକୁ ଛାଡ଼ି ଆଉ ସମସ୍ତ ରେଳ ସେବା ବନ୍ଦ ରହିବ।

୩-ମଟ୍ରୋ ସେବା ବନ୍ଦ

୪-ଆନ୍ତଃରାଜ୍ୟ ବସ ଚଳାଚଳ ଓ ଯାତାୟାତ ବନ୍ଦ

୫-ସ୍କୁଲ, କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଇନଷ୍ଟିଚ୍ୟୁସନ, କୋଚିଂ ସେଣ୍ଟର ବନ୍ଦ ରହିବ

୬-ହୋଟେଲ ଓ ରେଷ୍ଟୁରାଣ୍ଟ ଚାଲି ପାରିବ ନାହିଁ

୭-ସିନେଲା ହଲ, ଜିମ, ମଲ, ସ୍ପୋର୍ଟସ କମ୍ପ୍ଲେକ୍ସ ବନ୍ଦ ରହିବ

୮-ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକ ବନ୍ଦ ରହିବ ଓ ଲୋକମାନେ ଯାତାୟାତ କରିବେ ନାହିଁ

୯-ସମସ୍ତ ଜୋନରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ, ୧୦ ବର୍ଷରୁ କମ ବୟସ୍କ ପିଲା ଘରୁ ବାହାରି ପାରିବେ ନାହିଁ

୧୦-ଧର୍ମାନୁଷ୍ଠାନରେ ଲୋକଙ୍କ ପ୍ରବେଶ ମନା। କୌଣସି ଧାର୍ମିକ ସମ୍ମିଳନୀ ମଧ୍ୟ ହେବନି

୧୧-ସମସ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ସାଂସ୍କୃତି, ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି।

୧୨-ସେଲୁନ, ସ୍ପା ଓ ପାର୍ଲର ଖୋଲିପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story