ସଞ୍ଜୟ ଦତ୍ତ ଲୀଳାବତି ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ସନ୍ଧ୍ୟାରେ ହସ୍ପିଟାଲ ନିଆଯାଇଛି। ତାଙ୍କୁ ମୁମ୍ବାଇର ଲୀଳାବତି ହସ୍ପିଟାଲ ନିଆଯାଇଛି। Actor Sanjay Dutt (in file pic) admitted to Lilavati hospital in Mumbai after he complained of breathlessness. His COVID-19 report is negative but he is still there for some time just for medical observation. He is perfectly fine: Lilavati hospital, Mumbai, […]
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ସନ୍ଧ୍ୟାରେ ହସ୍ପିଟାଲ ନିଆଯାଇଛି। ତାଙ୍କୁ ମୁମ୍ବାଇର ଲୀଳାବତି ହସ୍ପିଟାଲ ନିଆଯାଇଛି।
https://twitter.com/ANI/status/1292137443974500354?s=20
ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆଣ୍ଟିଜେନ୍ ଟେଷ୍ଟ ପ୍ରକ୍ରିୟାରେ ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା, ଯାହାକି ନେଗେଟିଭ୍ ଆସିଛି। ଅନ୍ୟପକ୍ଷରେ ଆରଟି-ପିସିଆର ଟେଷ୍ଟ ପାଇଁ ସ୍ୱାବ୍ ନିଆଯାଇଛି।
ସଞ୍ଜୁ ବାବାଙ୍କୁ ଅଣ-କୋଭିଡ୍ ଆଇସିୟୁରେ ବର୍ତ୍ତମାନ ରଖାଯାଇଛି। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।