ପାଣି ପାଇଁ ଚେନ୍ନାଇରେ ହାହାକାର

ଚେନ୍ନାଇ: ଦେଶର ଅଳ୍ପ ସ୍ଥାନରେ ମୌସୁମୀ ଛୁଇଁଥିୁବା ବେଳେ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିବାକୁ ବାକି ରହିଛି। ଇତିମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପାଣି ପାଇଁ ଘୋର ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଖରା ଯୋଗୁ ଭୂତଳ ଜଳ ଶୁଖି ଯାଇଛି। ଫୋନ କଲେ ଯେଉଁଠି ପାଞ୍ଚ ମିନିଟରେ ଘର ଆଗରେ ପିଇବା ପାଣି ଟ୍ୟାଙ୍କର ପହଞ୍ଚୁଥିଲା ସେଇଠି ଏବେ ପାଞ୍ଚ ଦିନ ଲାଗୁଛି। କାରଣ ସମଗ୍ର ଚେନ୍ନାଇରେ ପାଣି ସଙ୍କଟ ଦେଖାଦେଇଛି। ମଙ୍ଗଳବାର ତାମିଲନାଡୁର ହାଇକୋର୍ଟ […]

chennai water crisis (1)

chennai water crisis (1)

Subhransu Sekhar
  • Published: Wednesday, 19 June 2019
  • Updated: 19 June 2019, 03:17 PM IST

Sports

Latest News

ଚେନ୍ନାଇ: ଦେଶର ଅଳ୍ପ ସ୍ଥାନରେ ମୌସୁମୀ ଛୁଇଁଥିୁବା ବେଳେ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିବାକୁ ବାକି ରହିଛି। ଇତିମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପାଣି ପାଇଁ ଘୋର ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଖରା ଯୋଗୁ ଭୂତଳ ଜଳ ଶୁଖି ଯାଇଛି। ଫୋନ କଲେ ଯେଉଁଠି ପାଞ୍ଚ ମିନିଟରେ ଘର ଆଗରେ ପିଇବା ପାଣି ଟ୍ୟାଙ୍କର ପହଞ୍ଚୁଥିଲା ସେଇଠି ଏବେ ପାଞ୍ଚ ଦିନ ଲାଗୁଛି। କାରଣ ସମଗ୍ର ଚେନ୍ନାଇରେ ପାଣି ସଙ୍କଟ ଦେଖାଦେଇଛି।

ମଙ୍ଗଳବାର ତାମିଲନାଡୁର ହାଇକୋର୍ଟ ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ମୌସୁମୀ ତାମିଲନାଡୁ ଛୁଇଁନାହିଁ ହେଲେ ଏହାପୂର୍ବରୁ ସରକାର ଜଳ ସଙ୍କଟର ମୁକାବିଲା ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଜବାବ ରଖିବାକୁ କହିଛନ୍ତି ମାଡ୍ରାସ ହାଇକୋର୍ଟ। ସେହିପରି ମୁଖ୍ୟମନ୍ତ୍ରୀ ଇ ପଲ୍ଲାନିସ୍ୱାମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଚେନ୍ନାଇରେ ଦେଖାଦେଇଥିବା ପାଣି ସମସ୍ୟା ବାବଦରେ ତାଙ୍କ ସରକାର ଅବଗତ ଅଛନ୍ତି। କିଭଳି ଲୋକଙ୍କ ପାଖରେ ପାଣି ପହଞ୍ଚିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

ଚେନ୍ନାଇରେ ପ୍ରତିଦିନ ୮୦୦ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ଏବେ ପାଣିର ସମସ୍ୟା ଥିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ତରଫରୁ ଯେଉଁ ପରିମାଣର ପାଣି ଲୋକଙ୍କୁ ଯୋଗାଇ ଦିଆଯାଏ, ଏବେ ତାହାର ୪୦ ପ୍ରତିଶତ କମ୍ ପାଣି ମିଳୁଛି। ପ୍ରତି କଲୋନୀକୁ ଯେତିକି ସରକାରୀ ପାଣି ଟ୍ୟାଙ୍କର ଆସୁଛି, ତାହା ପରିବାର ପିଛା ଦରକାର ପଡ଼ୁଥିବା ପାଣିର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ।

ପାଣି ଅଭାବ ଥିବାରୁ ଲୁଗା ସଫା କରିବା , ବାସନ ମଜା ସାଙ୍ଗକୁ ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ପାଣି ମିଳିପାରୁ ନାହିଁ। ଏଥିପାଇଁ ଅନେକ ଏବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି। ପାଣିର ଅଭାବକୁ ଦେଖି ଅନେକ ଘରୋଇ ଆଇଟି କମ୍ପାନୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଡ଼ ବଡ଼ ହୋଟେଲ୍, ରେଷ୍ଟୁରାଣ୍ଟ ଆଦି ବନ୍ଦ ହୋଇଯାଇଛି। ପାଣି ନଥିବାରୁ ଅନେକ ସ୍କୁଲ ଓ କଲେଜ ଯିବା ବନ୍ଦ ରଖିଛନ୍ତି।

ରାଷ୍ଟ୍ରୀୟ ଜଳ ଏକାଡେମୀର ପୂର୍ବତନ ନିର୍ଦ୍ଦେଶକ ମନୋହର ଖୁଶାଲାନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, '୨୦୧୫ରେ ଚେନ୍ନାଇରେ ବନ୍ୟା ହୋଇଥିଲା। ଏବେ କିନ୍ତୁ ଚାରିଆଡ଼େ ଶୁଖିଲା ହୋଇଯାଇଛି। ଏଥିପାଇଁ ଆଗାମୀ ଦିନରେ ପ୍ରାକୃତିକ ବର୍ଷାର ସଂରକ୍ଷଣ କରିବାର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story