ଆଫଗାନିସ୍ତାନ: ନାଟୋ ସେନା ଉପରେ ତାଲିବାନର ଆକ୍ରମଣ, ଜଣେ ମୃତ, ୩ ଗୁରୁତର

କାବୁଲ:  ମଙ୍ଗଳବାର ଆଫଗାନସ୍ତାନରେ ମୁତୟନ ଥିବା ନାଟୋ ସେନା ଉପରେ ଆତ୍ମଘାତି ବୋମା ବିସ୍ଫୋରଣ କରିଛି ତାଲିବାନୀ ଆତଙ୍କବାଦୀ । ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣରେ ଜଣେ ନାଟୋ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଦୁଇଟି ବାଇକରେ ୪ଜଣ ଆତଙ୍କବାଦୀ ନାଟୋ ସେନା ରହୁଥିବା ସ୍ଥାନରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣ ପରେ ନାଟୋ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

talibani

Rakesh Mallick
  • Published: Tuesday, 07 July 2015
  • , Updated: 04 May 2017, 03:45 PM IST

କାବୁଲ:  ମଙ୍ଗଳବାର ଆଫଗାନସ୍ତାନରେ ମୁତୟନ ଥିବା ନାଟୋ ସେନା ଉପରେ ଆତ୍ମଘାତି ବୋମା ବିସ୍ଫୋରଣ କରିଛି ତାଲିବାନୀ ଆତଙ୍କବାଦୀ । ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣରେ ଜଣେ ନାଟୋ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି।

ଦୁଇଟି ବାଇକରେ ୪ଜଣ ଆତଙ୍କବାଦୀ ନାଟୋ ସେନା ରହୁଥିବା ସ୍ଥାନରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣ ପରେ ନାଟୋ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story