ଆଫଗାନିସ୍ତାନର ବାୟୁସେନାର ଆକ୍ରମଣ, ୧୪  ମୃତ

କାବୁଲ:  ଆଫଗାନିସ୍ତନର ରାଜଧାନୀ କାବୁଲର ଦକ୍ଷିଣ ପ୍ରାନ୍ତରେ ତାଲିବାନୀ ଅଧ୍ୟୁଷିତ ଏକ ଅଞ୍ଚଳରେ ସୋମବାର ସକାଳେ ଆମେରିକା ବାୟୁସେନାର ଆକ୍ରମଣରେ୧୪ ଜଣ ଆଫଗାନୀ ଯବାନଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୬ଟାରେ ଆମେରିକା ବାୟସେନାର ଦୁଇଟି ହେଲିକପ୍ଟର ଲୋଗାର ପ୍ରଦେଶର ବାରକୀ ବରାକ ଜିଲ୍ଲାର ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣ ନେଇ ବାରକୀ ବରାକ ଜିଲ୍ଲାର ଗଭର୍ଣ୍ଣର ମହମଦ୍  ରହିମ ସ୍ପଷ୍ଟ କରିଛନ୍ତି।

airstrike

Rakesh Mallick
  • Published: Monday, 20 July 2015
  • , Updated: 04 May 2017, 03:45 PM IST

କାବୁଲ:  ଆଫଗାନିସ୍ତନର ରାଜଧାନୀ କାବୁଲର ଦକ୍ଷିଣ ପ୍ରାନ୍ତରେ ତାଲିବାନୀ ଅଧ୍ୟୁଷିତ ଏକ ଅଞ୍ଚଳରେ ସୋମବାର ସକାଳେ ଆମେରିକା ବାୟୁସେନାର ଆକ୍ରମଣରେ୧୪ ଜଣ ଆଫଗାନୀ ଯବାନଙ୍କ ମୃତ୍ୟୁ ଘଟିଛି।

ଆଜି ସକାଳ ପ୍ରାୟ ୬ଟାରେ ଆମେରିକା ବାୟସେନାର ଦୁଇଟି ହେଲିକପ୍ଟର ଲୋଗାର ପ୍ରଦେଶର ବାରକୀ ବରାକ ଜିଲ୍ଲାର ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣ ନେଇ ବାରକୀ ବରାକ ଜିଲ୍ଲାର ଗଭର୍ଣ୍ଣର ମହମଦ୍  ରହିମ ସ୍ପଷ୍ଟ କରିଛନ୍ତି।

Related story