ଗରିବ ବିହାରୀ ମାଗଣା ଟିକା ପାଇଁ ଭୋଟ୍ ଦେଇଛନ୍ତି: କଂଗ୍ରେସ ନେତ୍ରୀ

ପାଟଣା: ବିହାରରେ ଭୁଲ୍ ପ୍ରମାଣିତ ହୋଇଛି ଏକଜିଟ୍ ପୋଲ୍। ଫଳାଫଳ ଦେଖି ଏବେ ସ୍ୱର ବଦଳାଇଛି ମହାମେଣ୍ଟର ଅଂଶୀଦାର ଦଳ କଂଗ୍ରେସ। ଏକଜିଟ୍ ପୋଲ ଦେଖି ଉତ୍ସାହିତ ହୋଇଥିବା ମହାମେଣ୍ଟ ଏବେ ନିରାଶ ହେବା ପରେ ଇଭିଏମକୁ ଦାୟୀ କରିଛି। ଏଥିସହିତ ବିହାରବାସୀଙ୍କୁ ଲୋଭୀ ବୋଲି ମଧ୍ୟ କହିବାକୁ ପଛାଇନି କଂଗ୍ରେସ। "लगता है गरीब बिहारी मुफ्त वैक्सीन के लालच के चक्कर में आ गए है" — Archana Dalmia (@ArchanaDalmia) […]

archana dalmia

archana dalmia

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 06:42 PM IST

Sports

Latest News

ପାଟଣା: ବିହାରରେ ଭୁଲ୍ ପ୍ରମାଣିତ ହୋଇଛି ଏକଜିଟ୍ ପୋଲ୍। ଫଳାଫଳ ଦେଖି ଏବେ ସ୍ୱର ବଦଳାଇଛି ମହାମେଣ୍ଟର ଅଂଶୀଦାର ଦଳ କଂଗ୍ରେସ। ଏକଜିଟ୍ ପୋଲ ଦେଖି ଉତ୍ସାହିତ ହୋଇଥିବା ମହାମେଣ୍ଟ ଏବେ ନିରାଶ ହେବା ପରେ ଇଭିଏମକୁ ଦାୟୀ କରିଛି। ଏଥିସହିତ ବିହାରବାସୀଙ୍କୁ ଲୋଭୀ ବୋଲି ମଧ୍ୟ କହିବାକୁ ପଛାଇନି କଂଗ୍ରେସ।

https://twitter.com/ArchanaDalmia/status/1326114484881158145

କଂଗ୍ରେସର ମହିଳା ନେତ୍ରୀ ଅର୍ଚ୍ଚନା ଡାଲମିଆ ବିହାର ଭୋଟରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ଅଭିଯୋଗ ସେଲର ସଭାପତି ଅର୍ଚ୍ଚନା ଡାଲମିଆ ଟ୍ୱିଟ୍ କରି କହିଛନ୍ତି ଯେ ଗରିବ ବିହାରୀ ମାଗଣା ଟିକା ଲୋଭରେ ଏନଡିଏକୁ ଭୋଟ୍ ଦେଇଛନ୍ତି।

ଏହାପରେ ଆଉ ଏକ ଟ୍ୱିଟରେ ନିଜ ମନ୍ତବ୍ୟକୁ ବାଲାନ୍ସ କରିବାକୁ ଯାଇ ସେ କହିଛନ୍ତି ଯେ 'ଆପଣମାନେ ପୁଣିଥରେ ମିଛ ପ୍ରତିଶ୍ରୁତିର ଶିକାର ହୋଇଛନ୍ତି। 15 ଲକ୍ଷ ମିଳିଲାନି ଏବେ ମାଗଣାରେ କୋଭିଡ ଟିକା ମାଗନ୍ତୁ ଯଦି ମିଳିବ ତେବେ ମୁଁ ବି ବିହାର ଆସି ଟିକା ନେବି'।

https://twitter.com/ArchanaDalmia/status/1326059448369033216

ତେବେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ବିଧାୟକ ନରେଶ ବାଲାନ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ମାଟିରେ ମିଶିଗଲାଣି ତଥାପି ତାଙ୍କର ଭାଷାର ପ୍ରୟୋଗକୁ ଦେଖିବାକୁ ହେବ। ସେହିପରି ବିଜେପିର ବରିଷ୍ଠ ନେତା ରାମ ମାଧବ କହିଛନ୍ତି ଯେ ଏଭଳି ମନ୍ତବ୍ୟ ବିହାର ଲୋକଙ୍କ ପ୍ରତି ଅସମ୍ମାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story