ଏମପି ପରେ ୟୁପିରେ ବି ଆସିବ ଲଭ୍‌ ଜିହାଦ ବିରୋଧୀ ଆଇନ

ଲକ୍ଷ୍ନୌ: ମଧ୍ୟପ୍ରଦେଶ ପରେ ଯୋଗୀ ଆଦିତ୍ୟନାଥ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାର ଲଭ୍‌ ଜିହାଦ ବିରୋଧରେ କଠୋର ଆଇନ ଆଣିବେ। ଏ ସଂକ୍ରାନ୍ତରେ ଗୃହ ବିଭାଗ ଏକ ପ୍ରସ୍ତାବ ଆଇନ ବିଭାଗ ନିକଟକୁ ପଠାଇଛି। ଏଥିରେ କ’ଣ ସବୁ ବ୍ୟବସ୍ଥା ରହିବ ଏଯାଏ ଜଣାପଡ଼ିନାହିଁ। ତେବେ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଲଭ ଜିହାଦରେ ସାମିଲ ଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ପାଇଁ ୟୁପି ସରକାର ଆଇନରେ ବ୍ୟବସ୍ଥା କରିଥିବା କୁହାଯାଉଛି। କିଛି ଦିନ ତଳେ ମଧ୍ୟପ୍ରଦେଶ […]

cv

cv

Hemant Lenka
  • Published: Friday, 20 November 2020
  • Updated: 20 November 2020, 01:05 PM IST

Sports

Latest News

ଲକ୍ଷ୍ନୌ: ମଧ୍ୟପ୍ରଦେଶ ପରେ ଯୋଗୀ ଆଦିତ୍ୟନାଥ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାର ଲଭ୍‌ ଜିହାଦ ବିରୋଧରେ କଠୋର ଆଇନ ଆଣିବେ। ଏ ସଂକ୍ରାନ୍ତରେ ଗୃହ ବିଭାଗ ଏକ ପ୍ରସ୍ତାବ ଆଇନ ବିଭାଗ ନିକଟକୁ ପଠାଇଛି। ଏଥିରେ କ’ଣ ସବୁ ବ୍ୟବସ୍ଥା ରହିବ ଏଯାଏ ଜଣାପଡ଼ିନାହିଁ। ତେବେ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଲଭ ଜିହାଦରେ ସାମିଲ ଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ପାଇଁ ୟୁପି ସରକାର ଆଇନରେ ବ୍ୟବସ୍ଥା କରିଥିବା କୁହାଯାଉଛି।

କିଛି ଦିନ ତଳେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ଯେ ଆସନ୍ତା ବିଧାନସଭା ଅଧିବେଶନରେ ଲଭ ଜିହାଦ ବିରୋଧରେ ସରକାର ଗୋଟିଏ ବିଲ୍‌ ଆଗତ କରିବେ। ଏହି ବିଲ୍‌ରେ ଲଭ ଜିହାଦକୁ ରୋକିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ସେହିପରି ନିୟମ ଉଲ୍ଲଙ୍ଘନକାରୀଙ୍କୁ ୫ ବର୍ଷ ଯାଏ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଏଥିସହ ଲଭ ଜିହାଦ ଘଟଣାକୁ ଜାମିନ ବିହୀନ ମାମଲା ଭାବେ ମଧ୍ୟ ବିଚାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story