ପ୍ରତିରକ୍ଷା ବିଭାଗକୁ ୧ କୋଟି ଦେଲେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ: ଅବସର ନେବାର ଦୀର୍ଘ ୪୦ ବର୍ଷ ପରେ ପ୍ରତିରକ୍ଷା ବିଭାଗକୁ ୧ କୋଟି ଟଙ୍କା ଦାନ ଅର୍ଥରେ ଦେଇଛନ୍ତି ବାୟୁସେନା ଅଧିକାରୀ ସିବିଆର ପ୍ରସାଦ। ୭୪ ବର୍ଷୀୟ ପ୍ରସାଦ ତାଙ୍କ ଜୀବନ କାଳ ମଧ୍ୟରେ ଯାହା ବି ସଞ୍ଚୟ କରିଥିଲେ, ଶେଷରେ ଦେଶର ସେବା କରୁଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଦାନ କରିଦେଇଛନ୍ତି। ପ୍ରସାଦ କହିଛନ୍ତି, “ବାୟୁସେନାରେ ମୁଁ ୯ ବର୍ଷ କାମ କରିଛି। ରେଳବାଇ ମୋତେ ଭଲ ଚାକିରିର ପ୍ରସ୍ତାବ ଦେବାରୁ ମୁଁ ବାୟୁସେନାକୁ […]

sa

sa

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 11:46 AM IST

Sports

Latest News

ନୂଆଦିଲ୍ଲୀ: ଅବସର ନେବାର ଦୀର୍ଘ ୪୦ ବର୍ଷ ପରେ ପ୍ରତିରକ୍ଷା ବିଭାଗକୁ ୧ କୋଟି ଟଙ୍କା ଦାନ ଅର୍ଥରେ ଦେଇଛନ୍ତି ବାୟୁସେନା ଅଧିକାରୀ ସିବିଆର ପ୍ରସାଦ। ୭୪ ବର୍ଷୀୟ ପ୍ରସାଦ ତାଙ୍କ ଜୀବନ କାଳ ମଧ୍ୟରେ ଯାହା ବି ସଞ୍ଚୟ କରିଥିଲେ, ଶେଷରେ ଦେଶର ସେବା କରୁଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଦାନ କରିଦେଇଛନ୍ତି।

ପ୍ରସାଦ କହିଛନ୍ତି, “ବାୟୁସେନାରେ ମୁଁ ୯ ବର୍ଷ କାମ କରିଛି। ରେଳବାଇ ମୋତେ ଭଲ ଚାକିରିର ପ୍ରସ୍ତାବ ଦେବାରୁ ମୁଁ ବାୟୁସେନାକୁ ଛାଡ଼ି ଦେଇଥିଲି। କିନ୍ତୁ ରେଳବାଇର ଉକ୍ତ ଚାକିରି ମୋତେ ମିଳିନଥିଲା। ଜୀବନ ଧାରଣ ପାଇଁ ମୁଁ କୁକୁଡ଼ା ଚାଷ ଆରମ୍ଭ କରିଥିଲି। ସୌଭାଗ୍ୟବଶତଃ ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା।

ମୋ ପରିବାରର ଭରଣ ପୋଷଣ କରିବା ପରେ ମୁଁ ପ୍ରତିରକ୍ଷା ବିଭାଗ ପାଇଁ କିଛି କରିବାକୁ ଚାହିଁଥିଲି। ପ୍ରତିରକ୍ଷା ବିଭାଗ ପକ୍ଷରୁ ମୁଁ ଯାହା ପାଇଥିଲି, ତା’କୁ ଫେରାଇବି ବୋଲି ସଂକଳ୍ପ କରିଥିଲି। ଏଥିପାଇଁ ମୁଁ ପ୍ରତିରକ୍ଷା ବିଭାଗକୁ ୧.୦୮ କୋଟି ଟଙ୍କା ଦେଇଛି।

ମୋ ସମ୍ପତ୍ତିର ୧୦୦ ଭାଗରୁ ମୁଁ ମୋ ଝିଅକୁ ୨ ପ୍ରତିଶତ ଦେଇଥିବା ବେଳେ ପତ୍ନୀ ନାଁରେ ଗୋଟିଏ ପ୍ରତିଶତ କରିଦେଇଛି। ବାକି ୯୭% ସମାଜସେବାରେ ଉପଯୋଗ କରିବି। ମୋତେ ୨୦ ବର୍ଷ ହେଇଥିବା ବେଳେ ମୁଁ ଭାରତୀୟ ବାୟୁସେନା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲି।”

ସୋମବାର ପ୍ରସାଦ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏହି ଅର୍ଥର ଚେକ୍‌ ପ୍ରଦାନ କରିଛନ୍ତି। ପ୍ରସାଦ କୁକୁଡ଼ା ଫାର୍ମ ନିର୍ମାଣ କରିବା ସହ ଦୀର୍ଘ ୩୦ ବର୍ଷ କାଳ ଏଠାରେ କାମ କରିଥିଲେ। ଏହି ଫାର୍ମରୁ ମିଳୁଥିବା ଅର୍ଥରେ ସେ ଏକ ସ୍ପୋର୍ଟ ୟୁନିର୍ଭସିଟି ନିର୍ମାଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story