ଅମିତ ଶାହଙ୍କ ସଂସ୍ପର୍ଶରେ ଆସିଥିଲେ, ଏକାନ୍ତବାସରେ ଗଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇବାକୁ ଟ୍ୱିଟ୍ କରି କହିଛନ୍ତି। ଶାହ ଏବେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏକାନ୍ତବାସରେ ନିଜକୁ ରହିଛନ୍ତି। କାରଣ ଗୋଟିଏ ଦିନ ପୂର୍ବରୁ ଅମିତ ଶାହଙ୍କ ସଂସ୍ପର୍ଶରେ ଆସିଥିଲେ ବାବୁଲ ସୁପ୍ରିୟୋ। ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବାବୁଲ ସୁପ୍ରିୟୋ। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଗାନ୍ଧୀନଗର ସାଂସଦ […]

CORONA-11-1-1

CORONA-11-1-1

Subhransu Sekhar
  • Published: Sunday, 02 August 2020
  • Updated: 02 August 2020, 09:51 PM IST

Sports

Latest News

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇବାକୁ ଟ୍ୱିଟ୍ କରି କହିଛନ୍ତି। ଶାହ ଏବେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏକାନ୍ତବାସରେ ନିଜକୁ ରହିଛନ୍ତି। କାରଣ ଗୋଟିଏ ଦିନ ପୂର୍ବରୁ ଅମିତ ଶାହଙ୍କ ସଂସ୍ପର୍ଶରେ ଆସିଥିଲେ ବାବୁଲ ସୁପ୍ରିୟୋ। ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବାବୁଲ ସୁପ୍ରିୟୋ।

କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଗାନ୍ଧୀନଗର ସାଂସଦ ସୂଚନା ଦେବା ପରେ ଅପରାହ୍ନ ୪ଟା ୨୪ ମିନିଟରେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମେଦାନ୍ତ ହସ୍ପିଟାଲର ବରିଷ୍ଠ ଡାକ୍ତର ସୁଶୀଲା କାଟାରିଆଙ୍କ ନେତୃତ୍ୱରେ ଶାହଙ୍କ ଚିକିତ୍ସା ହେଉଥିବା ସୂଚନା ରହିଛି। ହସ୍ପିଟାଲର ୧୪ ତମ ମହଲାର ୪୩୧୯ କୋଠରୀରେ ଭର୍ତ୍ତି କରାଯାଇଛି।

https://twitter.com/SuPriyoBabul/status/1289910495206453248

ଏବେ ଅମିତ ଶାହାଙ୍କ ବାସଭବନରେ କାମ କରୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ କରୋନା ଟେଷ୍ଟ ହେବ ବୋଲି ସୂଚନା ରହିଛି। ଏହା ସହିତ ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କୁ ଘରେ ଅଲଗା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅମିତ ଶାହ ଅଗଷ୍ଟ ୪ କିମ୍ବା ୫ ରେ ଅଯୋଧ୍ୟା ଯିବାର ଥିଲା। ଏହା ପୂର୍ବରୁ ଶନିବାର ନିଜେ ଅମିତ ଶାହା କୌଣସି କାରଣରୁ ଅଯୋଧ୍ୟା ଯିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ସୂଚନା ରହିଛି। ଶାହା ଶନିବାର ଏକ ଆଇସିଆର ୱେବିନିନାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଯେଉଁଠାରେ ଲୋକମଣି ତିଲକଙ୍କ ୧୦୦ ତମ ବାର୍ଷିକୀ ଅବସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାରେ ବିନୟ ସାହସ୍ରବୁଦେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଗତକାଲି ସେହି କାର୍ଯ୍ୟକ୍ରମରୁ ଫେରିବା ପରେ ଶାହ ବୋଧହୁଏ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ କରୋନା ଭାଇରସ ସମ୍ବନ୍ଧୀୟ ଡାକ୍ତରୀ ପରୀକ୍ଷା କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story