ଟୁଇଟର ପରେ ଫେସବୁକ୍ କହିଲା ଘରେ ରହି କାମ କର

ଲଣ୍ଡନ: ସୋଶାଲ ମିଡିଆ କିଙ୍ଗ୍ ଫେସବୁକ୍ ଏବେ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। କିଲର କରୋନା ଭାଇରସ ଦିନକୁ ଦିନ ବ୍ୟାପୁଥିବା ଦେଖି ଆମେରିକାର ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ସିଙ୍ଗାପୁର ସ୍ଥିତ ମରିନା ଓ୍ୱାନ ଅଫିସରେ ଜଣେ କର୍ମଚାରୀ ଲଣ୍ଡନ ସ୍ଥିତ ଅଫିସକୁ ଯାଇଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଫେସବୁକ୍ ଲଣ୍ଡନ ଏବଂ ସିଙ୍ଗାପୁର ଅଫିସକୁ […]

facebook

facebook

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 01:06 PM IST

Sports

Latest News

ଲଣ୍ଡନ: ସୋଶାଲ ମିଡିଆ କିଙ୍ଗ୍ ଫେସବୁକ୍ ଏବେ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। କିଲର କରୋନା ଭାଇରସ ଦିନକୁ ଦିନ ବ୍ୟାପୁଥିବା ଦେଖି ଆମେରିକାର ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି।

ସିଙ୍ଗାପୁର ସ୍ଥିତ ମରିନା ଓ୍ୱାନ ଅଫିସରେ ଜଣେ କର୍ମଚାରୀ ଲଣ୍ଡନ ସ୍ଥିତ ଅଫିସକୁ ଯାଇଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଫେସବୁକ୍ ଲଣ୍ଡନ ଏବଂ ସିଙ୍ଗାପୁର ଅଫିସକୁ ବନ୍ଦ କରି ପରିମଳ ବ୍ୟବସ୍ଥା ସୁଧାରିବ ବୋଲି ନିଷ୍ପତ୍ତି ନେଇଛି। ତେଣୁ ୧୩ ମାର୍ଚ୍ଚ ଯାଏ ଘରେ ରହି କାମ କରିବାକୁ ଏହି ଅଫିସର କର୍ମଚାରୀଙ୍କୁ ଇମେଲ୍ ଜରିଆରେ କହିଛି ଫେସବୁକ୍।

ଫେବୃଆରୀ ୨୪ରୁ ୨୬ ମଧ୍ୟରେ ଲଣ୍ଡନ ଅଫିସକୁ କରୋନା ଆକ୍ରାନ୍ତ କର୍ମଚାରୀ ଜଣଙ୍କ ଯାଇଥିଲେ ବୋଲି ଫେସବୁକ୍ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଫେସବୁକ୍ ସାଂଘାଇ ଅଫିସକୁ ବନ୍ଦ କରି ଦେଇଛି। ଇଟାଲୀ, ଦକ୍ଷିଣ କୋରିଆରେ ଥିବା ଅଫିସର କର୍ମଚାରୀଙ୍କୁ ମଧ୍ୟ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି ଫେସବୁକ୍।

ସେହିପରି କରୋନା ଭାଇରସକୁ ଆଖି ଆଗରେ ରଖି ଫେସବୁକ୍ F8 ଡେଭଲପର୍ସ କନଫରେନ୍ସକୁ ମଧ୍ୟ ବାତିଲ କରିଦେଇଛି। ଏହା ବ୍ୟତୀତ ଗୁଗୁଲର ବାର୍ଷିକ I / O ଇଭେଣ୍ଟ ମଧ୍ୟ ବାତିଲ ହୋଇଛି। ମେ ୧୨-୧୪ ମଧ୍ୟରେ ଏହି ଇଭେଣ୍ଟ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଟୁଇଟର ମଧ୍ୟ ନିଜ କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story