ୟେସ୍ ବ୍ୟାଙ୍କ ପରେ ଆଉ ଏକ ବ୍ୟାଙ୍କ ସଙ୍କଟରେ!

ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିରେ ଥିବା ୟେସ୍ ବ୍ୟାଙ୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କର୍ଣ୍ଣାଟକା ବ୍ୟାଙ୍କ ଏବେ ଦେବାଳିଆ ସ୍ଥିତିକୁ ଚାଲିଆସିଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ କର୍ଣ୍ଣାଟକା ବ୍ୟାଙ୍କର ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଗୁଜବ ଖବର ଉପରେ ଧ୍ୟାନ ନଦେବାକୁ ବ୍ୟାଙ୍କ କତ୍ତୃପକ୍ଷ କହିଛନ୍ତି। ବୁଧବାର ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇ କହିଛନ୍ତି, କର୍ଣ୍ଣାଟକା ବ୍ୟାଙ୍କର […]

yes-bank

yes-bank

Subhransu Sekhar
  • Published: Thursday, 12 March 2020
  • Updated: 12 March 2020, 03:07 PM IST

Sports

Latest News

ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିରେ ଥିବା ୟେସ୍ ବ୍ୟାଙ୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କର୍ଣ୍ଣାଟକା ବ୍ୟାଙ୍କ ଏବେ ଦେବାଳିଆ ସ୍ଥିତିକୁ ଚାଲିଆସିଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ କର୍ଣ୍ଣାଟକା ବ୍ୟାଙ୍କର ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଗୁଜବ ଖବର ଉପରେ ଧ୍ୟାନ ନଦେବାକୁ ବ୍ୟାଙ୍କ କତ୍ତୃପକ୍ଷ କହିଛନ୍ତି।

ବୁଧବାର ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇ କହିଛନ୍ତି, କର୍ଣ୍ଣାଟକା ବ୍ୟାଙ୍କର ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କ ପାଖରେ ମଧ୍ୟ ଆବଶ୍ୟକ ଟଙ୍କା ରହିଛି। ତେଣୁ ଜମାକାରୀ ଭୟଭୀତ ହେବାର ଆବଶ୍ୟକ ନାହିଁ।

ବ୍ୟାଙ୍କର ସିଇଓ ମହାବଳେଶ୍ୱର ଏମ୍.ଏସ୍ କହିଛନ୍ତି, ଦେଶରେ ୯୬ ବର୍ଷରୁ ଅଧିକ ସମୟ ହେବ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଆସୁଛି କର୍ଣ୍ଣାଟକା ବ୍ୟାଙ୍କ୍। ଦେଶରେ ୧.୧ କୋଟିରୁ ଅଧିକ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି। ଟିଭି ଓ ସୋଶାଲ ମିଡିଆରେ ଯେଉଁ ଖବର ଆସୁଛି ତାହା ଗୁଜବ। ଭୟଭୀତ ହେବାର ଆବଶ୍ୟକତା ନାହିଁ।

କର୍ଣ୍ଣାଟକା ବ୍ୟାଙ୍କ ପୂର୍ବରୁ ଆରବିଏଲ ବ୍ୟାଙ୍କ ମଧ୍ୟ ସମାନ ମନ୍ତବ୍ୟ ଦେଇ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story