ଏଥର ମନ୍ତ୍ରୀ ହେବେନି ଜେଟ୍‌ଲୀ!

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେପିର ସଂକଟ ମୋଚନ କରିଆସିଥିବା ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନୂଆ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି ସୂଚନା ମିଳିଛି। ଗତ କିଛି ମାସ ଧରି ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିବାରୁ ସେ ଏଭଳି ନିଷ୍ପତ୍ତି ନେବାନେଇ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତେବେ ଜେଟ୍‌ଲୀଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ସେ ଆଉ ଅର୍ଥମନ୍ତ୍ରୀ ଦାୟିତ୍ୱ ନେବେନି, […]

jaitely

jaitely

Subrat Kumar Nayak
  • Published: Friday, 24 May 2019
  • Updated: 24 May 2019, 07:37 PM IST

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେପିର ସଂକଟ ମୋଚନ କରିଆସିଥିବା ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନୂଆ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି ସୂଚନା ମିଳିଛି। ଗତ କିଛି ମାସ ଧରି ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିବାରୁ ସେ ଏଭଳି ନିଷ୍ପତ୍ତି ନେବାନେଇ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ତେବେ ଜେଟ୍‌ଲୀଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ସେ ଆଉ ଅର୍ଥମନ୍ତ୍ରୀ ଦାୟିତ୍ୱ ନେବେନି, କାରଣ ସେ ଅସୁସ୍ଥ ଅଛନ୍ତି। ଯଦି ବି ମନ୍ତ୍ରୀ ହେବେ କମ୍‌ ଚାପ ଥିବା ବିଭାଗ ବାଛିବେ। ବିଭିନ୍ନ ଗଣମାଧ୍ୟମ ତାଙ୍କ ସହ ଯୋଗାଯୋଗ କରିବାର ପ୍ରୟାସ କରିଥିଲେ ହେଁ ଏଯାଏ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର କର୍ମୀଙ୍କ ସହ ବିଜୟ ଉତ୍ସବ ମନାଉଥିବାବେଳେ ଦଳର ତୃତୀୟ ବରିଷ୍ଠ ନେତା ଜେଟ୍‌ଲୀ ଉପସ୍ଥିତ ରହିବବ ବୋଲି କୁହାଯାଇଥିଲେ ମଧ୍ୟ ସେ ଆସିନଥିଲେ। ଏହାପୂର୍ବରୁ ଜେଟ୍‌ଲୀ ସୋଶାଲ ମିଡିଆରେ ମୋଦିଙ୍କ ସମେତ ସମସ୍ତ ବିଜେପି କର୍ମୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, "ଉତ୍ସାହୀ ଭାରତ ରାଜତନ୍ତ୍ର, ବଂଶବାଦ ଏବଂ ଜାତିବାଦକୁ ଗ୍ରହଣ କରିନି।" ଜେଟ୍‌ଲୀ ମଧୁମେହ ରୋଗରେ ପୀଡ଼ିତ। ଗତ ମେ’ ମାସରେ ସେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରିବା ପରେ ବେଶି ଅସୁସ୍ଥ ହୋଇପଡ଼ିଛନ୍ତି।

ଏପରିକି ସେ ନିର୍ବାଚନ ପୂର୍ବରୁ ଅନ୍ତରୀଣକାଳୀନ ବଜେଟ୍‌ ଉପସ୍ଥାପନ କରିପାରିନଥିଲେ। ତାଙ୍କ ସହଯୋଗୀ ତଥା ରେଲୱେ ମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ୍‌ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତରେ ସେ ହିଁ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story