ନୂଆଦିଲ୍ଲୀ: ବାତ୍ୟା ଫୋନି ପାଇଁ ଯାତ୍ରା କରିପାରିନଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଘରୋଇ ବିମାନ ସେବାପ୍ରଦାନକାରୀ ସଂସ୍ଥା ଭିସ୍ତାରା, ଗୋ-ଏୟାର, ଏୟାର ଇଣ୍ଡିଆ। କମ୍ପାନୀ ଏକ ବିଜ୍ଞପ୍ତି ଜରିଆରେ କହିଛି ଯେ ଶୁକ୍ରବାର ଦିନ ଯେଉଁମାନେ ଭିସ୍ତାରା ବିମାନରେ ଯାତ୍ରା ନ କରିପାରି ଟିକେଟ ବାତିଲ କରି ନାହାନ୍ତି ସେମାନେ ଆସନ୍ତାକାଲି ବିନା ଅତିରିକ୍ତ ଦେୟରେ ଯାତ୍ରା କରିପାରିବେ।
ସକାଳ ୧୦ଟା ୫୦ରେ ଦିଲ୍ଲୀରୁ କୋଲକାତା ଯିବା ପାଇଁ ବିମାନ ନମ୍ୱର UK738 ଏବଂ ଅପରାହ୍ନ ୧ଟା ୩୫ରେ କୋଲକାତାରୁ ଦିଲ୍ଲୀ ଆସିବା ପାଇଁ ବିମାନ UK737ରେ ଫୋନି ପାଇଁ ଯାତ୍ରା କରିପାରିନଥିବା ଯାତ୍ରୀ ଏହି ଯାତ୍ରା କରିପାରିବେ।
ସେହିପରି ଇଣ୍ଡିଗୋ ଏବଂ ଗୋ-ଏୟାର କମ୍ପାନୀ ଟିକେଟ ବାତିଲ କରିଥିବା ଯାତ୍ରୀଙ୍କ ଟଙ୍କା ଶତ ପ୍ରତିଶତ ଫେରସ୍ତ କରିବେ ବୋଲି କହିଛନ୍ତି। ଏମିତିକି ଯାତ୍ରା କରିବାକୁ ଚାହୁଁଥିଲେ ସମାନ ପଇସାରେ ଅନ୍ୟ ଏକ ବିମାନରେ ଟିକେଟ ବୁକ୍ କରିପାରିବେ ବୋଲି ଯାତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।