ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ। ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ବିରୋଧୀ ସହଯୋଗ କରିବା ନେଇ ସେ ଆଶାବାଦୀ ଅଛନ୍ତି। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇପାରିବ ବୋଲି ସେ କହିଛନ୍ତି। ତେବେ ଏଥର ଅଧିବେଶନରେ ବ୍ୟାପମ୍ ଦୁର୍ନୀତି ଓ ଲଳିତ ମୋଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବେ ବିରୋଧୀ। ଏନଡିଏ ସରକାର ଏହି ଅଧିବେଶନରେ ୩୫ଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚୂଡାନ୍ତ କରିଛନ୍ତି। […]

parliament

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 05:48 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ। ତା'ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ବିରୋଧୀ ସହଯୋଗ କରିବା ନେଇ ସେ ଆଶାବାଦୀ ଅଛନ୍ତି। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇପାରିବ ବୋଲି ସେ କହିଛନ୍ତି। ତେବେ ଏଥର ଅଧିବେଶନରେ ବ୍ୟାପମ୍ ଦୁର୍ନୀତି ଓ ଲଳିତ ମୋଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବେ ବିରୋଧୀ। ଏନଡିଏ ସରକାର ଏହି ଅଧିବେଶନରେ ୩୫ଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚୂଡାନ୍ତ କରିଛନ୍ତି। ସେଥି ମଧ୍ୟରେ ରାଜ୍ୟସଭାରେ ବାକି ଥିବା ୯ ଓ ଲୋକସଭାରେ ବାକି ଥିବା ୪ଟି ବିଲ୍ ମଧ୍ୟ ରହିଛି।

Related story