ଆଲିଗଡ଼ ଶିଶୁ ହତ୍ୟା ଘଟଣା: ଲାଗିବ ଏନ୍‌ଏସ୍‌ଏ

ଆଲିଗଡ଼: ବାପା ମା’ ଋଣ ଶୁଝି ନ ପାରିବାରୁ ତାଙ୍କ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣା ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଅଭିଯୁକ୍ତଙ୍କ ଉପରେ ଜାତୀୟ ନିରାପତ୍ତା ଆଇନ୍‌(ଏନ୍‌ଏସ୍‌ଏ) ଲାଗୁ କରିବ ବୋଲି ପୁଲିସ୍‌ କହିଛି। ତାପ୍ପାଲ ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ଶିଶୁ କନ୍ୟାଟିକୁ ହତ୍ୟା କରିବା ପରେ ତା’ ଆଖି ତାଡ଼ି […]

nsa

nsa

Hemant Lenka
  • Published: Friday, 07 June 2019
  • Updated: 07 June 2019, 04:35 PM IST

Sports

Latest News

ଆଲିଗଡ଼: ବାପା ମା’ ଋଣ ଶୁଝି ନ ପାରିବାରୁ ତାଙ୍କ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣା ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଅଭିଯୁକ୍ତଙ୍କ ଉପରେ ଜାତୀୟ ନିରାପତ୍ତା ଆଇନ୍‌(ଏନ୍‌ଏସ୍‌ଏ) ଲାଗୁ କରିବ ବୋଲି ପୁଲିସ୍‌ କହିଛି। ତାପ୍ପାଲ ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ଶିଶୁ କନ୍ୟାଟିକୁ ହତ୍ୟା କରିବା ପରେ ତା’ ଆଖି ତାଡ଼ି ଦେଇଥିଲେ। ରବିବାର ଏକ ଅଳିଆ ଗଦାରୁ ଝିଅର କ୍ଷତାକ୍ତ ମୃତଦେହ କୁକୁର ଖାଉଥିବା ବେଳେ ଉଦ୍ଧାର ହୋଇଥିଲା।

ପୁଲିସ୍‌ ଅଫିସର ଆକାଶ ଖୁଲହାରି କହିଛନ୍ତି, “ଏହି ଘଟଣାରେ ଆମେ ଜାହେଦ ଅଲୀ ଓ ତା’ ପଡ଼ୋଶୀ ଅସଲମକୁ ଗିରଫ କରିଛୁ। ଜୁନ୍‌ ୪ରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଯେହେତୁ ଏହି ମାମଲାଟି ଲୋକଙ୍କ ସୁରକ୍ଷା ସହ ଜଡ଼ିତ, ତେଣୁ ଆମେ ଅଭିଯୁକ୍ତଙ୍କ ନାଁରେ ଏନ୍‌ଏସଏ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ।

ଜେରା ବେଳେ ଅସଲମ ଓ ଜାହେଜ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେମାନେ ଟିଙ୍କେଲ ଶର୍ମାକୁ ତଣ୍ଟି ଚିପି ହତ୍ୟା କରିଥିଲେ। ପ୍ରଥମେ ସେମାନେ ଝିଅଟିର ମୃତଦେହକୁ ଆଣି ଘରେ ରଖିଥିଲେ। ତେବେ ଏହା ପଚିଯିବାରୁ ତା’କୁ ନେଇ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲେ। ଉଭୟ ଅଭିଯୁକ୍ତ ଝିଅଟିର ପଡ଼ୋଶୀ। ଝିଅଟିର ବାପା କହ୍ନୈୟା ଶର୍ମା ଅସଲାମ ଓ ଜାହେଦ ଠାରୁ ୧୦ ହଜାର ଟଙ୍କା ଋଣ ନେଇଥିଲେ। ଏହାକୁ ସେ ଠିକଣା ସମୟରେ ନ ଫେରାଇବାରୁ ଉଭୟ ତାଙ୍କୁ ଧମକ ଦେଇ ଆସୁଥିଲେ।

ମେ’ ୩୧ରେ ହିଁ ଝିଅଟିକୁ ସେମାନେ ଅପହରଣ କରି ନେଇଥିବା କହ୍ନୈୟା ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହାର ୩ ଦିନ ପରେ ଝିଅଟିର କ୍ଷତାକ୍ତ ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story