ଯେ କୌଣସି ସମୟରେ କର୍ଣ୍ଣାଟକା ମେଣ୍ଟ ସରକାର ଭାଙ୍ଗିଯାଇପାରେ: ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ 

ବେଙ୍ଗାଲୁରୁ: ବିଜେପିର ‘ଅପରେଶନ ଲୋଟସ’କୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକା ମେଣ୍ଟ ସରକାରରେ ସାମିଲ୍ ଥିବା ଜେଡିଏସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ସେ କହିଛନ୍ତି ସ୍ଥିତି ଏମିତି ହୋଇଛି ଯେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା କର୍ଣ୍ଣାଟକା ମେଣ୍ଟ ସରକାର ଭାଙ୍ଗିଯାଇଥିବ। ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ଏକ ଗାଁରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏକ ଜନସଭାରେ ଉଦବୋଧନ ଦେଉଥିଲେ। ଏହି ସମୟରେ ମେଣ୍ଟ ସରକାରରେ ଓ ତାଙ୍କ ଦଳର ବିଧାୟକଙ୍କ ସ୍ଥିତି ବାବଦରେ ଲୋକଙ୍କୁ କହିଥିଲେ। ଜେଡିଏସ […]

kumarswamy

kumarswamy

Subhransu Sekhar
  • Published: Wednesday, 19 June 2019
  • Updated: 19 June 2019, 05:24 PM IST

Sports

Latest News

ବେଙ୍ଗାଲୁରୁ: ବିଜେପିର 'ଅପରେଶନ ଲୋଟସ'କୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକା ମେଣ୍ଟ ସରକାରରେ ସାମିଲ୍ ଥିବା ଜେଡିଏସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ସେ କହିଛନ୍ତି ସ୍ଥିତି ଏମିତି ହୋଇଛି ଯେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା କର୍ଣ୍ଣାଟକା ମେଣ୍ଟ ସରକାର ଭାଙ୍ଗିଯାଇଥିବ।

ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ଏକ ଗାଁରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏକ ଜନସଭାରେ ଉଦବୋଧନ ଦେଉଥିଲେ। ଏହି ସମୟରେ ମେଣ୍ଟ ସରକାରରେ ଓ ତାଙ୍କ ଦଳର ବିଧାୟକଙ୍କ ସ୍ଥିତି ବାବଦରେ ଲୋକଙ୍କୁ କହିଥିଲେ। ଜେଡିଏସ ବିଧାୟକଙ୍କୁ ୧୦ କୋଟି ଟଙ୍କା ଦେଇ ବିଜେପି ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଛି ବୋଲି ସେ ଜନସଭାରେ କହିଛନ୍ତି।

ସୋମବାର ରାତି ୧୧ଟାରେ ତାଙ୍କ ଦଳର ଜଣେ ବିଧାୟକଙ୍କୁ ରାଜ୍ୟ ବିଜେପିର ଜଣେ ନେତା ଫୋନ୍ କରି ତାଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ ଯାଚିଥିଲେ। ଏହାପରେ ସେହି ବିଧାୟକ ଜଣଙ୍କ ଏ ବାବଦରେ ତାଙ୍କୁ ଫୋନ୍ କରି କହିଥିଲେ ବୋଲି କୁମାରସ୍ୱାମୀ କହିଛନ୍ତି।

ହେଲେ କୁମାରସ୍ୱାମୀ ଦଳର ବିଧାୟକ ଓ ବିଜେପି ନେତାଙ୍କ ନାମ ପ୍ରକାଶ କରିନଥିଲେ। ବିଜେପି ମୁଖପାତ୍ର ଜି ମଧୁସୂଡ଼ନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଅଭିଯୋଗ ଭିତ୍ତୀହୀନ। ମୁଖ୍ୟମନ୍ତ୍ରୀ ଯଦି ସତ କହୁଛନ୍ତି ତାହେଲେ ଏହି ଘଟଣାରେ ସମ୍ପୃକ୍ତ ତାଙ୍କ ଦଳର ବିଧାୟକ ଓ ବିଜେପି ନେତାଙ୍କ ନାମ ପ୍ରକାଶ କଲେନି କାହିଁକି।

ଏଥିସହ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ସେ ପ୍ରତି ମୁହୂର୍ତ୍ତରେ ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି ତାହା କହିବା ସମ୍ଭବ ନୁହେଁ। କିନ୍ତୁ ସେ ଲୋକଙ୍କ ଆଶା ପୂରଣ କରିବେ ବୋଲି ଜନସଭାରେ ଉପସ୍ଥିତ ଲୋକଙ୍କୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story